ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଷ ପାନ ଖାଇ ମହିଳା ଗୁରୁତର

ମୟୂରଭଞ୍ଜ – ୨୮/୬/୨୨ (ମସିହା) ଦିନକୁ ଦିନ ଆତ୍ମହତ୍ୟା ଜନିତ ଦୁଃଖଦ ଘଟଣା ହୋଇ ବୃଦ୍ଧି ପାଉଛି ।ବିଶେଷତଃ କରୋନା ମହାମାରୀ ପରଠାରୁ ପାରିବାରିକ ହିଂସା, ମହିଳା ନିର୍ଯାତନା, ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି । ହୋଇଥାଇପାରେ ପରିବାରର ଆର୍ଥିକ ଅନାଟନ, ଘରର ରୋଜଗାରିଆ ବ୍ୟକ୍ତିର ନିଶାଗ୍ରସ୍ତ ଆଚାର ଓ ବ୍ୟବହାର, ଲୋକଙ୍କ ହାତରେ କର୍ମ ସଂସ୍ଥାନ ଅଭାବ ।ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଡବିଲ ଗ୍ରାମର ଜାନକି ନାଏକ । ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  ପରିସ୍ଥିତି ଗୁରୁତର ଯୋଗୁଁ ବାରିପଦା ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ନର୍ଲାବ୍ଲକ୍ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ପୁଣି ଚର୍ଚ୍ଚାରେ ମହାନ୍ତି ଦମ୍ପତି, ଅଧ୍ୟକ୍ଷ ପଦବୀ ପାଇଁ  ଆସନ୍ତା କାଲି ହେବ ଭୋଟ୍

Sunil Chandra Nayak

ପୁରୁଣା ଇତିହାସକୁ ଉଜ୍ଜିବୀତ କରୁଛି ଆବିଷ୍କୃତ ପଥର ଗୁମ୍ଫା

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ସନ୍ଦେହ

Sunil Chandra Nayak

Leave a Comment

error: Content is protected !!