ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଷ ପାନ ଖାଇ ମହିଳା ଗୁରୁତର

ମୟୂରଭଞ୍ଜ – ୨୮/୬/୨୨ (ମସିହା) ଦିନକୁ ଦିନ ଆତ୍ମହତ୍ୟା ଜନିତ ଦୁଃଖଦ ଘଟଣା ହୋଇ ବୃଦ୍ଧି ପାଉଛି ।ବିଶେଷତଃ କରୋନା ମହାମାରୀ ପରଠାରୁ ପାରିବାରିକ ହିଂସା, ମହିଳା ନିର୍ଯାତନା, ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି । ହୋଇଥାଇପାରେ ପରିବାରର ଆର୍ଥିକ ଅନାଟନ, ଘରର ରୋଜଗାରିଆ ବ୍ୟକ୍ତିର ନିଶାଗ୍ରସ୍ତ ଆଚାର ଓ ବ୍ୟବହାର, ଲୋକଙ୍କ ହାତରେ କର୍ମ ସଂସ୍ଥାନ ଅଭାବ ।ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଡବିଲ ଗ୍ରାମର ଜାନକି ନାଏକ । ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  ପରିସ୍ଥିତି ଗୁରୁତର ଯୋଗୁଁ ବାରିପଦା ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଓଡିଶା ମୋ ପରିବାର ତରଫରୁ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ରାଇଘର ପୋଲିସ ର କଡାକଡି ଯାଞ୍ଚ

Sunil Chandra Nayak

ବିଡ଼ିଓ ଓ ୩ କନିଷ୍ଠ ଯନ୍ତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!