ଡ଼lଲଗୁମl -: (ମ , ନି , ସ) କୋକସରା ବ୍ଲକ ଅନ୍ତର୍ଗତ ମାଝୀ ଗୁଡା ଠାରେ ଆଜି ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଚିକିତ୍ସା ଶିବିର ରେ ଚାଷୀ ମାନେ ଗାଈ ଗୋରୁ ଗୃହ ପାଳିତ ପଶୁ ମାନଙ୍କୁ ଆଣି ଚିକିତ୍ସା କରାଇଥିଲେ । ଅନୁଷ୍ଠିତ ଶିବିର କୁ ଧର୍ମଗଡ ବିଧାୟକ ମୌସୋଧି ବାଗ ଯୋଗଦାନ କରି ଉଦ୍ଘାଟନ କରିଥିଲେେ । ଶିବିର ରେ କୋକସରା ପ୍ରାଣୀ ଚିକିତ୍ସା କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ହୋଇ ଗାଈ ଗୋରୁ ଓ ଗୃହ ପାଳିତ ପଶୁ ମାନଙ୍କୁ କିପରି ଭାବରେ ଯତ୍ନ ନିଆଯିବ ସେ ବିଷୟ ରେ ଆଲୋଚନା କରିଥିଲେ ।
ମହେନ୍ଦ୍ର ଧାରୁଆ ଙ୍କ ରିପୋର୍ଟ।