ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ବ୍ଲକ ଗସ୍ତ ରେ ଜିଲ୍ଲାପାଳ  

ମ,ରାମପୁର,୦୩/୦୮(ମସୀହା):- କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଆଜି ମ.ରାମପୁର ବ୍ଲକକୁ ଗସ୍ତ କରିଛନ୍ତି l ସେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ମିଶନ ଶକ୍ତି ମହିଳା ସଦସ୍ୟା, ପଞ୍ଚାୟତ ପ୍ରତିନିଧି ଓ ଅନ୍ୟାନ୍ୟ ବ୍ଲକ କର୍ମଚାରୀ ଉପସ୍ଥିତ ରହି ଭବ୍ୟ ସ୍ବାଗତ ଜଣାଇଥିଲେ l ଜିଲ୍ଲାପାଳଙ୍କ ପ୍ରଥମ ଗସ୍ତ ହୋଇଥିବାରୁ କୁମ୍ଭ କଳସ ଥାପି ମୁରୁଜ ଆଙ୍କି ଫୁଲଗୁଛ ଦେଇ ମହିଳାମାନେ ସ୍ବାଗତ କରିଥିଲେ l ସେ ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଯାଇ ଉନ୍ନୟନ କାର୍ଯ୍ୟ ଦେଖିବା ସହିତ ବ୍ଲକ ର ବିଭିନ୍ନ ସମସ୍ୟା ଉପରେ ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି l   

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l 

 

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା ଗାନ୍ଧୀ

Sunil Chandra Nayak

ରାଉରକେଲାରେ ଓଡିଶା ଷ୍ଟେଟ ହାଉସିଂ ବୋର୍ଡର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉ

Sunil Chandra Nayak

ଅଳ୍ପକେ ବର୍ତିଲେ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା 

Sunil Chandra Nayak

Leave a Comment

error: Content is protected !!