ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଠ ପଢାଇବା ବଦଳରେ  ଛାତ୍ର/ଛାତ୍ରୀ ମାନଙ୍କୁ ସଜାଉଛନ୍ତି ଶିଶୁ ଶ୍ରମିକ

 ନବରଙ୍ଗପୁର— ଟିକେ ଭଲ ରେ ଦେଖନ୍ତୁ ଏହି ଦୃଶ୍ୟ ଏହା କୌଣସି ବଡ଼ ଶ୍ରମିକ କରୁ ନାହାନ୍ତି ବରଂ ସ୍କୁଲ ପିଲା ସାଜିଛନ୍ତି ଶିଶୁ ଶ୍ରମିକ, ବିଦ୍ୟାଳୟ ରେ ସଫା ସୁତରା ରଖିବା ପାଇଁ ଶିକ୍ଷକ ମାନେ ବାହାର କୁଲି ଦେଇ କରାଉଛନ୍ତି, କିନ୍ତୁ ଏଇଠି ସବୁ ଓଲଟା, ପାଠ ପଢିବା ସମୟରେ ହାତରେ କୋଦାଳ ଧରି ମୋରମ ବୋହିଲେ ଛାତ୍ରଛାତ୍ରୀ,ଏମିତି ଆଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କାଚରା ପାରା ୩ ନମ୍ବର ପଂଚାୟତ ର ଉଡଣ୍ଡି ଗ୍ରାମ ର ପ୍ରାଥମିକ ବିଦ୍ୟାଳୟ ର ଖୋଦ ପ୍ରଧାନ ଶିକ୍ଷକ ସୁବୋଧ ବ୍ୟାପାରୀ ନିଜେ ଏହି ଛୋଟ ଛୋଟ ପିଲା ମାନଙ୍କୁ ପାଠ ପଢାଇବା ବଦଳରେ କାମ କରାଉଥିଲେ,ଏହି ବିଷୟରେ ରାଇଘର ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ପଚାରିବାରୁ ମୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଥିଲେ,ଏବେ ଦେଖିବାକୁ ବାକି ରହିଲା ବ୍ଲକ ଶିକ୍ଷା ଅଧିକାରୀ କେଉଁ ଦିନ, କେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ବିଜୁ ଜନତାଦଳର ୨୫ ବର୍ଷ ଉପଲକ୍ଷେ କୁସୁମୀ ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ଓ ଧାତିକି ସାହି କ୍ରିକେଟ ଆସୋସିଏସନ୍ ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର

Sunil Chandra Nayak

ଇମାନୁଏଲ ମିନିଷ୍ଟ୍ରି ରେ ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଶିଶୁ ଦିବସ ପାଳନ

Sunil Chandra Nayak

ପଲସର ଏନ୧୬୦ ର ମାର୍କେଟରେ ପ୍ରବେଶ

Sunil Chandra Nayak

Leave a Comment

error: Content is protected !!