ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଜାଗୃତୀ ଶାଖା ପକ୍ଷରୁ ଜାତୀୟ ପ୍ରକଳ୍ପ ସାଇକ୍ଳୋଥନ କାର୍ଯ୍ଯକ୍ରମ

ଭବାନୀପାଟଣା:୨୮/୮- (ମନିସ):- ରବିବାର ଯଥା ଆଜି ୨୮/୮/୨୦୨୨ ତାରିଖ ଦିନ ଭବାନୀପାଟଣା ଜାଗୃତୀ ଶାଖା ପକ୍ଷରୁ ଜାତୀୟ ପ୍ରକଳ୍ପ ସାଇକ୍ଲୋଥନ୍ ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା।ଏଥିରେ ୨୦ ଜଣ ପିଲା ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ଯକ୍ରମ ଲାଲବାହାଦୂର ଷ୍ଟାଡିୟମରୁ ଆରମ୍ଭ ହୋଇ ଷ୍ଟାଚ୍ଯୁ ଛକ୍, ବଜାର ରୋଡ, ଗାନ୍ଧୀ ଛକ୍, ଜଗନ୍ନାଥ ମନ୍ଦିର ରୋଡ ଦେଇ ଅଗ୍ରସେନ ଭବନରେ ଶେଷ ହୋଇଥିଲା। ଯେଉଁଥିରେ ସାଇକ୍ଳୋଥନ୍ ସଂଯୋଜିକା ୟୁବା ରିଙ୍କି ଅଗ୍ରଓ୍ବାଲ, ଶାଖା ସଭାପତି ୟୁବା ଶ୍ବେତା ଅଗ୍ରୱାଲ, ସେକ୍ରେଟାରୀ ୟୁବା ଜୟଶ୍ରୀ ଅଗ୍ରୱାଲ, ରଶ୍ମି, ଗୁଞ୍ଜା, ଗୌରୀ, ରାକ୍ଷୀ, ଡଲି, ସାରିକା, ଜ୍ଯୋତି ପ୍ରମୁଖ ସାମିଲ ହୋଇଥିଲେ।

ଭବାନୀପାଟଣା ରୁ କିଷନ୍ କୁମାର ଶର୍ମାଙ୍କ ରିପୋର୍ଟ

Related posts

ଫାଲଗୁନି ରଣା ଙ୍କ କବିତା ଜୟ ଗଣନାଥ

Sunil Chandra Nayak

ଭୁବନ ନୀଳକଣ୍ଠ ପୁର ରେ ସର୍ବ କନିଷ୍ଠ ଶହୀଦ ବାଜି ରାଉତ ଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ

Sunil Chandra Nayak

ଦୁର୍ନୀତି ନିବାରଣ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଶପଥପାଠ ଅନୁଷ୍ଠିତ    

Sunil Chandra Nayak

Leave a Comment

error: Content is protected !!