ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପେଟ୍ରୋଲିଂଗବେଳେ ଗଞ୍ଜେଇଜବତ ପେଡଲର ଗିରଫ

ତେନ୍ତୁଳିଖୁଣ୍ଟି 28/08/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପୋଲିସ ଓ ପାତ୍ରପୁଟ ଫାଣ୍ଡି ଷ୍ଟାଫ ପେଟ୍ରୋଲିଂ ବେଳେ ଡୁ ଲୁ ଘାଟି ଠାରେ ଗଞ୍ଜେଇ ଜବତ କରିବା ସହ ଚାଲାଣ କାରୀ କୁ ଗିରଫ କରିଛି। ଜୁନାଗଡ଼ ର ବାନ୍ଦନ ପଡ଼ା ର ବିଭୀଷଣ ଗହୀର ଙ୍କ ଠାରୁ 21 କିଲୋ ଛ ଅ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି। କେଶ ନମ୍ବର 158/22 ମକଦମା ରୁଜୁ ହୋଇଛି। ଏ କଡ୍ରକା ଓ ପ୍ରଦୀପ ରାଓ ପେଟ୍ରୋଲିଂ ରେ ଥିଲେ। ତେନ୍ତୁଳିଖୁଣ୍ଟି ଆଇଆଇ ସି ଉମେଶ ଚନ୍ଦ୍ର ନାୟକ ଓ ତାଙ୍କ ଟିମ ର ଏହା ଏକ ବଡ଼ ସଫଳତା।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଗଛ ପଡି ବାସିନୀ ଠାରୁ ବାମିନି ରାସ୍ତା ଠପ

Sunil Chandra Nayak

ସରସ୍ଵତୀ ସାହା ନିର୍ଦ୍ଧନ୍ଧରେ ଭାଇସ ଚେୟାରମେନ ନିର୍ବାଚିତ

Sunil Chandra Nayak

ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକଙ୍କ ପରଲୋକରେ ଜାମଦା ଅଞ୍ଚଳ ସ୍ତବ୍ଧ!

Sunil Chandra Nayak

Leave a Comment

error: Content is protected !!