ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାସୀ ଗାଁ ପଂଚାୟତରେ ଭତ୍ତା ପ୍ରଦାନ

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀ ଗାଁ ପଂଚାୟତରେ ଆଜି ଭତ୍ତା ପ୍ରଦାନ କରାଯାଇଛି ।ଏହି ଅବସରରେ ଦାସୀ ଗାଁ ପଂଚାୟତର ସରପଞ୍ଚ ପ୍ରମୋଦିନି ପ୍ରହରାଜ ,ପି ଇ ଓ ଗଜାନନ ନ।ଏକ ଏବଂ ବରିଷ୍ଠ ସମାଜସେବୀ ପ୍ରକାଶ ପ୍ରହରାଜଙ୍କ ଉପସ୍ଥିତିରେ ପ୍ରାୟ ୨୧ ଜଣ ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ କରିଥିଲେ ।ଏଥିରେ ଚିଲକପୁର ,ଦାସୀ ଗାଁ ,ଭେଜିପଡା ,ପଦମ ପୁର ,ତାଳପଦର ,ସିର୍ଲି ପଡ଼ା ଏବଂ ଚୋର ଖସିଗୁଡା ର ଗ୍ରାମବାସୀମାନେ ଉପସ୍ଥିତ ରହି ନୂତନ ଭାବରେ ଭତ୍ତା ଗ୍ରହଣ କରିଥିଲେ । ଅନେକ ମାସ ଧରି ବ୍ଲକ ଏବଂ ପଞ୍ଚାୟତ କାର୍ଯ୍ୟଳୟକୁ ଦୌଡ଼ି ଦୌଡ଼ି ଲୋକଙ୍କୁ ନିରାଶ ହେବାକୁ ପଡିଥିଲା ।ମାତ୍ର ନୂତନ ସରପଞ୍ଚଙ୍କ ଯୋଗଦାନ ପରେ ଶୀଘ୍ର ଭତ୍ତା ପାଇ ଥିବାରୁ ଵୃଦ୍ଧ ,ବୃଦ୍ଧା, ବିଧବା ମହିଳା ମନେ ଖୁସି ଅନୁଭବ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

 

Related posts

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଦୀନବନ୍ଧୁ ମହାନନ୍ଦଙ୍କୁ ଗର୍ଭସ୍ଥ ଶିଶୁର ମୃତ୍ୟକୁ ନେଇ ମରଣାତ୍ମକ ଆକ୍ରମଣ ଘଟଣାରେ ଦୁଇ ଗିରଫ ଓ କୋର୍ଟ ଚାଲାଣ 

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଡ ବି ଆର୍ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ

Sunil Chandra Nayak

ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ଦ୍ବାଦଶତମ ସ୍ଥାପନା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!