ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଶରଧାବାଲି

ଶରଧାବାଲି

ଶରଧାବାଲି ତୁମ

 ପରା ଶୋଧା ବାଲି,

ଗାଳି ରେ ହେଇଚି ପୂର୍ଣ୍ଣ,

ବଳରାମ ଦାସ

ହୋଇଛି ହତାଶ

ଶେଷେ ଦେଲ ଦରଶନ ,

ଗାଳି ଖିଆ ଆପଣ

ଗାଳି ରେ ଗାଳି ରେ

ଗୋପ ଭୁଆସୁଣୀ

ଦ୍ୟନ୍ତି କେତେ ଅପମାନ।

ଶରଧା ବାଲି ଯଦି

 ଶ୍ରଦ୍ଧା ଦେବୀଙ୍କର

 ନାମ କୁ କଲା ସାର୍ଥକ,

ସୋଧା ବାଲି ବୋଲି

ଦିଅ ବଦଳେଇ

ନତୁବା ମାଳିନୀ ନାଆଁ

 କିମ୍ପା ନ ଯୋଖ??

. ଶରଧାବାଲି କୁ

 ଦେଖେଇ ଦେଖାଇ

ପାଦ କୁ ଦେଇଛ କଷ୍ଟ,

କିଏ ମାଗେ ତୋତେ

 ହାତେ ଜାଗା ପୁଣି

ମୁଠେ ରେ କେହୁ ସନ୍ତୁଷ୍ଟ,

ତୋ ପାଖକୁ କିମ୍ପା ମୁଁ ଯିବି

ତୁ ମୋ ହୃଦୟେ ଉପଗତ।

ନାୟକ ଅକ୍ଷୟ ରାଜହସ୍ତୀ

ଢେଙ୍କାନାଳ

Related posts

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ଚୋରି

Sunil Chandra Nayak

କାଶିବାହାଲ ଚିତ୍ରରେଖା ସ୍କୁଲର ଉନ୍ନତି କରଣ ଓ ସମ୍ବର୍ଦ୍ଧନା ସଭା

Sunil Chandra Nayak

ରାଜପୁର ଅମୃତ ଧାରା ଅଚଳ, ମିଳୁନି ପିଇବା ପାଣି

Sunil Chandra Nayak

Leave a Comment

error: Content is protected !!