ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୁଏରଗାଁ ଠାରେ କସ୍ତୁର୍ବା ଗାନ୍ଧୀ ବାଳିକା ବିଦ୍ୟାଳୟ ଅତିରକ୍ତ ଶ୍ରେଣୀ ଗୃହ ନିର୍ମାଣ ନେଇ ଶିଳାନ୍ୟାସ 

ନୂଆପଡା, ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବୁଏର ଗାଁ ଠାରେ କସ୍ତୁର୍ବା ଗାନ୍ଧୀ ବାଳିକା ବିଦ୍ୟାଳୟ ଅତିରକ୍ତ ଶ୍ରେଣୀ ଗୃହ ନିର୍ମାଣ ନେଇ ଶିଳାନ୍ୟାସ , ଓଡିଶା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଚଳିତ ବର୍ଷ ଜିଲ୍ଲା କୁୁ ଆସିଥିବା ବିଜୁ କେବିକେ ଯୋଜନା ରେ ୫ କୋଟି ଅର୍ଥ କେବଳ ଶିକ୍ଷାର ବିକାଶ ଏବଂ ଭିତ୍ତି ଭୂମିରେ ଖର୍ଚ୍ଚ କରିବାକୁ ଆହ୍ବାନ କରିଛନ୍ତି। ଏହାଦ୍ବାରା ପଛୁଆ ଜିଲ୍ଲାର ଉନ୍ନତି ଶିକ୍ଷା ଦ୍ବାରା ସମ୍ଭବ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦ ଅଧକ୍ଷା ଡଲି ମାଝୀ ,ଜିଲ୍ଲା ପରିଷଦ ସଭ୍ୟ, ବୋଡେ଼ନ ବ୍ଲକ ଅଧକ୍ଷା ପ୍ରମୁଖ ଯୋଗ ଦେଇଥିଲେ।

ନୂଆପଡ଼ ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନର୍ଲାରେ ଡ୍ରେନ ବ୍ୟବସ୍ଥା ଥାଇ ରାସ୍ତାରେ ଜମୁଛି ପାଣି

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ନବୀନ ଙ୍କ ନମ୍ବର ୱାନ୍ ରାଜ୍ୟରେ ବିକାଶ ଖୋଜୁଛି ଗିରଲିମାଲ ଗ୍ରାମ !

Sunil Chandra Nayak

Leave a Comment

error: Content is protected !!