ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାରିବାରିକ ଭାଦ୍ର ପରିକ୍ରମା ସତସଙ୍ଗର ଅନ୍ତିମ ଦିବସରେ ସତସଙ୍ଘ ଦେଲେ ଖଗେସ୍ଵର ଭାଇଙ୍କ ପରିବାର

ନବରଙ୍ଗପୁର — ନବରଙ୍ଗପୁର ଜିଲ୍ଲାରେ ପ୍ରତ୍ୟେକ ବ୍ଲକରେ ଶ୍ରୀଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର ଙ୍କ ଜନ୍ମ ମାସ ଭାଦ୍ରବ ମାସ ହୋଇ ଥିବାରୁ ସେଠାକାର ଶ୍ରଧାଳୁ ଭକ୍ତ ବ୍ରୁନ୍ଦ ତା୧/୯ ରୁ୧୭/୯ ପର୍ଜ୍ୟନ୍ତ ଦିନବେଳା ଜଣେ ଜଣେ ଭାଇଙ୍କ ଘରେ ସତସଙ୍ଗ ଅନୁଷ୍ଟିତ କରି ଇଷ୍ଟପ୍ରେମରେ ମଜ୍ଜି ଥାଆନ୍ତି।ସନ୍ଧ୍ୟାବେଳେ ମଧ୍ଯ ଜଣେ ଜଣେ ଭାଇ ଙ୍କ ଘରେ ସାନ୍ଧ୍ୟ ସତସଙ୍ଘ ଶ୍ରଧାଳୁ ଭକ୍ତ ମାନଙ୍କ ଦ୍ଵାରା ପାରିବାରିକ ସତସଙ୍ଗ ଅନୁଷ୍ଟିତ ହୋଇ ଥାଏ।ଭାଦ୍ର ପରିକ୍ରମାର ଶେଷ ଦିବସରେ ଶ୍ରଧାଳୁ ଭକ୍ତ ଖଗେସ୍ଵର ଭାଇ ଙ୍କ ପରିବାର ମହାଆନନ୍ଦରେ ସତସଙ୍ଗ ପ୍ରଦାନ ତାଙ୍କ ଘରେ କରାଇଥିଲେ।ଶ୍ରଧାଳୁ ଭକ୍ତ ମାନଙ୍କୁ ସତସଙ୍ଗ ପାଇଁ ନିମନ୍ତ୍ରଣ କରାଇଥିଲେ।ଏହି ଅବସରରେ ସହ-ପ୍ରତି ରିତ୍ଵିକ କମଳା କାନ୍ତ ସାହୁ ଙ୍କ ଅଧକ୍ଷତାରେ ଜାଜକ ଗିରିଧାରୀ ସାହୁ ଓ ଗୋପିନାଥ ବେହେରା ଙ୍କ ସହ ବହୁ ଭକ୍ତ,ଭକ୍ତିମତି ମାତ୍ରୁ ମଣ୍ଡଳି,ବହୁ ଭଦ୍ରବ୍ୟକ୍ତି ମାନଙ୍କ ସମାଗମରେସତସଙ୍ଗ କାର୍ଜ୍ୟକ୍ରମ ଆରମ୍ଭ ହୋଇଥିଲା।ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର,ଶ୍ରୀ ଶ୍ରୀ ଲକ୍ଷ୍ମୀମା,ପୁଜ୍ୟପାଦ ଶ୍ରୀଶ୍ରୀ ବଡଦା,ସଙ୍ଘନେତା ଶ୍ରୀ ଶ୍ରୀ ଦାଦା ଙ୍କ ବିଗ୍ରହ ଉଚ୍ଚ ଆସନରେ ରଖି ଫୁଲମାଳ,ଧୁପ ଦିପ,ନୈବେଦ୍ୟ ଲଗାଇ ପ୍ରାର୍ଥନା,ଭଜନ,କିର୍ତ୍ତନ କରି ପରିବେଶକୁ ଭକ୍ତିମୟ ପରିବେଶ ସ୍ରୁଷ୍ଟି କରିଥିଲେ।ଜାଜନ ମାଧ୍ୟମରେ ଶ୍ରୀ ଶ୍ରୀ ଠାକୁରଙ୍କ ଦିବ୍ୟ ଜୀବନି ଉପରେ ବ୍ୟାପକ ଆଲୋଚନା ରଖିଥିଲେ।ଗୁରୁ ଗ୍ରହଣର ଆବଶ୍ୟକତା,ଗୁରୁ ଗ୍ରହଣ କରି ସୁପରିବାର ଗଠନ କରିବା ଉପରେ ସମସ୍ତ ଉପସ୍ତିତ ବ୍ୟକ୍ତି ମାନଙ୍କୁ ବୁଝାଇ ଆପ୍ୟାୟିତ କରିଥିଲେ।ସତସଙ୍ଗ ପ୍ରଦାନ କରିଥିବା ଶ୍ରଧାଳୁ ଖଗେଶ୍ଵର ଭାଇ ସମସ୍ତଙ୍କ ପାଇଁ ଆନନ୍ଦ ବଜାରରେ ପ୍ରସାଦ ସେବନ କରିବାର ବ୍ୟବସ୍ତା କରିଥିଲେ।ପ୍ରସାଦ ସେବନ କରି ନିଜ ନିଜ ଗ୍ରୁହକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଓ ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

କେନାଲ ରେ ଫିଙ୍ଗା ଯାଇଛି ନବମ ଶ୍ରେଣୀ ର ପାଠ୍ୟ ପୁସ୍ତକ

Sunil Chandra Nayak

ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀଙ୍କ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ

Sunil Chandra Nayak

ମଣ୍ଡେଇ ସ୍ମରଣିକା ଓ ସାହିତ୍ୟ କମିଟି ବୈଠକ: ୧୫ ନଭେମ୍ବର ସୁଦ୍ଧା କବି, କବୟିତ୍ରୀ ଓ ଲେଖକଙ୍କ ଠାରୁ ଲେଖା ଆହ୍ବାନ

Sunil Chandra Nayak

Leave a Comment

error: Content is protected !!