ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା ଆସ ମା’ ପରମେଶ୍ୱରୀ

 

 ଆସ ମା’ ପରମେଶ୍ୱରୀ

     ପ୍ରତାପ କିଶୋର ରାଉତ

ଜଗତ ଜନନୀ ମାଗୋ କୃପାମୟୀ
     ଆଦ୍ୟାଶକ୍ତି ପରମେଶ୍ୱରୀ
ମଙ୍ଗଳ ଆଶୀଷ ବିତରି ଦିଅ ମା
    ତୁମ ପାଦେ ଏଇ ଗୁହାରି ।
ଜଗତ ଜନନୀ———।0।
ତୁମ କରୁଣା ର ନାହିଁ ପଟାନ୍ତର
ତୁମେ ଶକ୍ତିମୟୀ ବିଶ୍ୱର ଆଧାର
ଅଗ୍ନି ସମ୍ଭୁତା ମା   କଲ୍ୟାଣ କାରିଣୀ
    ବିଜେ ହୁଅ ମା ଶୁଭଙ୍କରୀ ।
ଜଗତ ଜନନୀ———।୧।
ବିପତ୍ତି କାଳ ରେ ଅବତରୀ ତୁମେ
ପ୍ରୀତି ମନ୍ଦାକିନୀ ବୁହାଇ ମରମେ
ଦୁଷ୍ଟ ବିନାଶିଣ        ସନ୍ଥକୁ ପାଳିଛ
      କରୁଣାର ହାତ ପ୍ରସାରି ।
ଜଗତ ଜନନୀ———।୨।
ତେନ୍ତୁଳିପଦୀ , ହାଟଡ଼ିହି , କେନ୍ଦୁଝର

Related posts

ପିଡିଙ୍କ ବିରୋଧରେ ଜିଲ୍ଲାପରିଷଦ ସଭ୍ୟ ଙ୍କ ଅଭିଯୋଗ , ଅଭିଯୋଗ ଖଣ୍ଡନ କଲେ ପିଡି

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଠାକୁର

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ରଜ

Sunil Chandra Nayak

Leave a Comment

error: Content is protected !!