ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଚଳ ଚଞ୍ଚଳ ଢେ଼ଙ୍କାନାଳ

ଢେ଼ଙ୍କାନାଳ (ମ.ନି.ସ)୦୯/୧୦_ ଆଜିଠୁ ଢେ଼ଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏଥି ପାଇଁ ଚଳ ଚଞ୍ଚଳ ହୋଇ ପଡ଼ିଛି ସହର ର ସବୁ ପୂଜା ମଣ୍ଡପ । ପ୍ରତ୍ୟେକ ପୂଜା ମଣ୍ଡପ ରେ ସାଜସଜ୍ଜା,ଆଲୋକ, ଆକର୍ଷଣୀୟ ତୋରଣ ଆଦି କାର୍ଯ୍ୟ ପୂର୍ଣ୍ଣ ଅଵସ୍ଥା ରେ ପହଞ୍ଚିଛି। କରୋନା ମହାମାରୀ ପାଇଁ ଗତ ଦୁଇ ବର୍ଷ ଧରି କଟକଣା ମଧ୍ୟ ରେ ନାମକୁ ମାତ୍ର ପୂଜା ସମ୍ପୂର୍ଣ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଏ ପ୍ରକାର ଦୁଃ ପରିସ୍ଥିତି ନ ଥିବାରୁ ବହୁ ଯାକ ଯମକ ରେ ପୂଜା ସଂପତ୍ନ ହେଉଛି। ଏଥି ପାଇଁ ଗାଆଁ ଠୁ ସହର ଯାଏ ସବୁଠି ଖୁସିର ଲହରୀ। ଅକ୍ଟୋବର ୯ ତାରିଖ ରୁ ଦଶ ଦିନ ବ୍ୟାପୀ ଏହି ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବଜାର ମଧ୍ୟରେ ଉଠା ଦୋକାନୀ ସବୁ ସ୍ଥାନ ନିରୂପଣ କରି ନିଜ ବ୍ୟବସାୟ ସାମଗ୍ରୀ ମାନ ନେ଼ଇ ପସରା ମେଲାଇ ଦେଇଛନ୍ତି।ଏହି ପରିପ୍ରେ୍ଷୀରେ ପୂଜା କମିଟି ଓ ଜିଲ୍ଲା ପ୍ରଶାସନ ସମସ୍ତେ ତତ୍ପର ହୋଇଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଜୟପାଟଣା:ଚିତ୍ରଗୁପ୍ତଙ୍କ ପୂଜା ଅନୁଷ୍ଠିତ

Sunil Chandra Nayak

ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ଅପରାଜିତା ଷଡଙ୍ଗୀ ଙ୍କୁ ସାକ୍ଷାତ

Sunil Chandra Nayak

ରିଖୀରାମ ମେହେର ଙ୍କ କବିତା ସ୍ବପ୍ନ ଥିଲା ପ୍ରିୟା ପାଇଁ

Leave a Comment

error: Content is protected !!