ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଖରୀରେ ବୁଡି ଯୁବକର ମୃତ୍ୟୁ

ପାପଡାହାଣ୍ଡି,16/10, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ଗ୍ରାମର ଝାରମୁଣ୍ଡା ଠାରେ ବୁଡି ଜଣେ ଯୁବକର ରବିବାର ମୃତ୍ୟୁ ହୋଇଛି | ତାଙ୍କ ନାମ ମିଳନ କୁଲଦୀପ 18 | ସେ ପୋଖରୀକୁ ଗାଧୋଇବା ଲାଗି କିଛି ସାନ ପିଲାଙ୍କ ସହ ଯାଇଥିଲେ | ଏହି ସମୟରେ ସେ ପହଁରା ଜାଣି ନ ଥିବାରୁ ଗଭୀର ପାଣିରେ ବୁଡି ଯାଇଥିଲେ | ସାନ ପିଲା ମାନେ ବହୁ ସମୟ ଧରି ଦେଖି ମିଳନଙ୍କୁ ଡାକ ଦେଇଥିଲେ | ପରେ ଗ୍ରାମବାସୀଙ୍କୁ ଆସି ଖବର ଦେବା ପରେ ତାଙ୍କୁ ଉଦ୍ଧାର କରିଥିଲେ | ମୁମୃଷ ଅବସ୍ଥାରେ ପାପଡାହାଣ୍ଡି ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ଯେଉଁ ଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ତାଙ୍କ ଘର ଆଦିବାସୀବଗୁଡାରେ ବୋଲି ଜଣାପଡିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ନିରୁପମା ପାଣି ଙ୍କ କବିତା ଜୀବନଟା ଗୋଟେ ରାଜରାସ୍ତା ଭଳି

Sunil Chandra Nayak

ଜିଲ୍ଲା ପ୍ରାଥମିକ ସିଟି ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ

Sunil Chandra Nayak

ବିଜୁ ଜନତାଦଳର ୨୫ ବର୍ଷ ଉପଲକ୍ଷେ କୁସୁମୀ ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ଓ ଧାତିକି ସାହି କ୍ରିକେଟ ଆସୋସିଏସନ୍ ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!