ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେ଼ଙ୍କାନାଳ ରେ ବାଜି ରାଉତ ଫୁଟବଲ୍ କପ୍ ମ୍ୟାଚ୍ ଉଦ୍ଘାଟିତ

ଢେ଼ଙ୍କାନାଳ (ମସୀହା ) ୦୩/୧୧_” ଆମେ ଓଡ଼ିଆ ” ଆନୁକୁଲ୍ୟରେ ଆୟୋଜିତ ପ୍ରଥମ ବାଜି ରାଉତ କପ ସର୍ବଭାରତୀୟ ଫୁଟବଲ ଲିଗ୍ ମ୍ୟାଚକୁ ମୁଖ୍ୟ ଅତିଥି ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ ଉଦ୍ଘାଟନ କରିଥିଲେ । ଆଜିର ଖେଳରେ,କେନେକ୍ରେ ଫୁଟବଲ କ୍ଳବ୍- ମୁମ୍ବାଇ,ଓଡ଼ିଶା ଏକାଦଶକୁ ୧- ୦ ଗୋଲରେ ପରାଜିତ କରିଥିଲା । ଇତ୍ୟବସର ରେ ଶତୃଘ୍ନ ମାଟି ସଂଯୋଜନା କରିଥିବା ବେଳେ ଓଡ଼ିଆ ସିନେ ତାରକା ଅର୍ଚ୍ଚିତା ଏବଂ ସବ୍ୟସାଚୀ ମିଶ୍ର ଯୋଗ ଦେଇ ଆଜି ର ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟି ଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଖଡିଆଳ ଓକିଳ ସଂଘର ନିର୍ବାଚନ, ସଭାପତି ହେଲେ ବରିଷ୍ଠ ଆଇନଜବୀ ଦିନେଶ କୁମାର ତିଓ୍ବାରୀ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ

Sunil Chandra Nayak

ବେଣୁ ଧର ସୁତର ଙ୍କ କବିତା ସ୍ଵପ୍ନ ଗୋ ତୁମେ

Leave a Comment

error: Content is protected !!