ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଣି ପଞ୍ଚାୟତ କମିଟି ଗଠନ

 ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଜଳ ସମ୍ପଦ ବିଭାଗ କାର୍ଯ୍ୟଳୟ ଠାରେ ବୁଡି ଦର ଗ୍ରାମର ମା ଖଣ୍ଡୁଆଳି ପାଣି ପଞ୍ଚାୟତ ନ ୨୫ ର ନୂତନ କର୍ମ କର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି ।ପାଣି ପଞ୍ଚାୟତର ସମସ୍ତ ସଭ୍ୟ ଏବଂ ସଭ୍ୟ। ଉପସ୍ଥିତ ରହି ନୂତନ କର୍ମକର୍ତ୍ତା ଗଠନ କରିଥିଲେ । ଏଥିରେ ଚିଲିଗୁଡା ଉପ ଇନ୍ଦ୍ରାବତୀ ଦକ୍ଷିଣ କେନାଲର ସହକାରୀ ଯନ୍ତ୍ରୀ ଗୋକୁଳ ରାଉତ ,କନିଷ୍ଠ ଯନ୍ତ୍ରୀ ଲକ୍ସମନ କୁମାର ସେଠୀ ଏବଂ ଶ୍ରୀଧର ନାହାକ ଙ୍କ ଉପସ୍ଥିତି ରେ କମିଟି ଗଠନ କରାଯାଇଥିଲା ।ଏଥିରେ ମା ଖଣ୍ଡୁଆଳି ପାଣି ପଞ୍ଚାୟତ ର ନ ୨୫ ର ସଭାପତି ଭାବେ ମହେନ୍ଦ୍ର ବେହେରା ଙ୍କୁ ଚୟନ କରିଥିବା ବେଳେ ସମ୍ପାଦକ ଭାବରେ ଦେବରାଜ ଛତ୍ରିଆ ଏବଂ କୋଷ।ଧକ୍ଷ ଭାବେ ଶ୍ରୀମତୀ ରିମା ମାଝୀ ଙ୍କୁ ଚୟନ କରା ଯାଇଥିଲା ।ଏଥିରେ ଜୁନାଗଡ଼ ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ,ମୁଣ୍ଡରା ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ,ରଶ୍ମି ରଞ୍ଜନ ମୁଣ୍ଡ ,ହରି ଶଙ୍କର ବେହେରା ,ସୁମିତ୍ରା ମାଝି ,ମାନସ ରଞ୍ଜନ ପଣ୍ଡା ,ଉତ୍କଳ ବେହେରା ,ସୁଧୀର କୁମାର ପଣ୍ଡା ,ପୂର୍ବତନ ସରପଞ୍ଚ ଦୁର୍ଯୋଧନ ମାଝି ,ଧନବଳ ମାଝି ଏବଂ ଏ ନ ପି ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ରଜ ମଉଜ

Sunil Chandra Nayak

ଘର ଭୁଶୁଡି ଦୁଇ ପରିବାର ସର୍ବସାନ୍ତ

Sunil Chandra Nayak

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ସ୍ୱାଗତମ୍ ମୌସୁମୀ 

Sunil Chandra Nayak

Leave a Comment

error: Content is protected !!