ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାୟନ୍ସ କ୍ଲବ ନବରଙ୍ଗପୁର ତରଫରୁ ମାଗଣା ସ୍ଵାସ୍ଥ୍ୟ ଶିବିର

ନବରଙ୍ଗପୁର :(ମସିହା) ନବରଙ୍ଗପୁର ଲlୟନ୍ସ କ୍ଲବ୍ ତରଫରୁ ସ୍ଥାନୀୟ ହିର୍ଲି ଡ଼ଙ୍ଗର ଅଙ୍ଗନବାଡି କେନ୍ଦ୍ର ଠାରେ ଏକ ମାଗଣା ମଧୁମେହ ଓ ରକ୍ତଚାପ ପରୀକ୍ଷା ଏବଂ ଔଷଧ ବିତରଣ ଶିବିର ଅନୁଷ୍ଠିତ ହୋଇ ଯାଇଛିl ଉକ୍ତ ଶିବିରରେ ୧୨୭ ଜଣ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗରିବ ମହିଳା ଓ ପୁରୁଷ ଏଥିରେ ଉପକୃତ ହୋଇଥିଲେ l ଏହି ଶିବିର କୁ ଲାୟନ ସଭାପତି ଜଗନ୍ନାଥ ମହାପାତ୍ର ଉଦଘାଟନ କରିଥିବା ବେଳେ ଲାୟନ୍ସ ଡାକ୍ତର କେ. ଡି. ପଟ୍ଟନାୟକ, ଭୁବନେଶ୍ୱର ସୁର, ଶ୍ରୀକାନ୍ତ ମହାନ୍ତି, ନନ୍ଦୀ ରେଡି, ସୁରେଶ ନାୟକ, ଶେଖର ମୂର୍ତ୍ତୀ ସହଯୋଗ କରିଥିଲେ।ଲାୟନ୍ସ କ୍ଲବର ଏଅଞ୍ଚଳରେ ଏପରି କାର୍ଜ୍ୟକୁ ଭୁୟସୀ ପ୍ରଶଂସା କରାଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ବାଣ ଦୋକାନ ରେ ବିସ୍ଫୋରଣ ଘଟି ୩ ଜଣ ଗୁରୁତର

Sunil Chandra Nayak

ରକ୍ତଦାନ କରି ରୋଗୀ ଙ୍କ ଜୀବନ ବଞ୍ଚାଇଲେ ଯୁବକ

Sunil Chandra Nayak

ଜୁନାଗଡ ରେ ହନୁମାନ ଜୟନ୍ତୀ ରେ ବିଶାଳ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!