ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାୟନ୍ସ କ୍ଲବ ନବରଙ୍ଗପୁର ତରଫରୁ ମାଗଣା ସ୍ଵାସ୍ଥ୍ୟ ଶିବିର

ନବରଙ୍ଗପୁର :(ମସିହା) ନବରଙ୍ଗପୁର ଲlୟନ୍ସ କ୍ଲବ୍ ତରଫରୁ ସ୍ଥାନୀୟ ହିର୍ଲି ଡ଼ଙ୍ଗର ଅଙ୍ଗନବାଡି କେନ୍ଦ୍ର ଠାରେ ଏକ ମାଗଣା ମଧୁମେହ ଓ ରକ୍ତଚାପ ପରୀକ୍ଷା ଏବଂ ଔଷଧ ବିତରଣ ଶିବିର ଅନୁଷ୍ଠିତ ହୋଇ ଯାଇଛିl ଉକ୍ତ ଶିବିରରେ ୧୨୭ ଜଣ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗରିବ ମହିଳା ଓ ପୁରୁଷ ଏଥିରେ ଉପକୃତ ହୋଇଥିଲେ l ଏହି ଶିବିର କୁ ଲାୟନ ସଭାପତି ଜଗନ୍ନାଥ ମହାପାତ୍ର ଉଦଘାଟନ କରିଥିବା ବେଳେ ଲାୟନ୍ସ ଡାକ୍ତର କେ. ଡି. ପଟ୍ଟନାୟକ, ଭୁବନେଶ୍ୱର ସୁର, ଶ୍ରୀକାନ୍ତ ମହାନ୍ତି, ନନ୍ଦୀ ରେଡି, ସୁରେଶ ନାୟକ, ଶେଖର ମୂର୍ତ୍ତୀ ସହଯୋଗ କରିଥିଲେ।ଲାୟନ୍ସ କ୍ଲବର ଏଅଞ୍ଚଳରେ ଏପରି କାର୍ଜ୍ୟକୁ ଭୁୟସୀ ପ୍ରଶଂସା କରାଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ନିମ୍ନମାନର ଗ୍ରାମୀଣ ଉଦ୍ୟାନ, କାମ ମନ୍ଥର ଗତିରେ ଚାଲିଛି ତୁରନ୍ତ ଶେଷ କରିବା ପାଇଁ ଦାବି

Sunil Chandra Nayak

ମଧୁବାବୁ ଯୋଜନାରେ ପ୍ରଥମ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଝରିଗାଁ ବ୍ଲକରେ ଲଗାଣ ବର୍ଷା ପରେ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଲେ ନବରଙ୍ଗପୁର ସାଂସଦ

Sunil Chandra Nayak

Leave a Comment

error: Content is protected !!