ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାତି ଥରିଗଲା ଭଳି ଦୃଶ୍ୟ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଇଟାଭାଟି ମାଲିକ ଙ୍କ ର ମୃର୍ତ୍ତ ଦେହେ ଉଦ୍ଧାର ହତ୍ୟା କାଣ୍ଡର କାରଣ ଖୋଳ ତାଡ଼ ଚାଲିଛି

ମହାକାଳପଡ଼ା -:  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ର ଖରିନାସୀ ବଜର ନିକଟସ୍ଥ ଇଟାଭାଟି ମାଲିକର ସନ୍ଦେହ ଜନକ ମୃତ୍ୟୁ। ଖବର ନେବାରୁ ଜଣାପଡେ ଆଜକୁ 5 ବର୍ଷ ହେବ ଖରିନାସୀ ପଞ୍ଚାୟତ ର ପିତାପାଟ ଗ୍ରାମର ଦିନେଶ ବୈଦ ଖରିନାସୀ ବଜାର ନିକଟସ୍ଥ ରାସ୍ତା କଡରେ ଏକ ଇଟାଭାଟି କରି ଭଲରେ ଚଳୁଥିବା ବେଳେ କିଛି ପ୍ରଭାବ ସାଳି ବା ଗୁଣ୍ଡା ବା ଖଳ ପ୍ରକୃତିର କୁପ୍ରଭାବ ଲୋକଙ୍କ ନଜରକୁ ଆସିଥିଲେେ।  ଦିନେଶ ର ଆଜି ସକାଳୁ ସକାଳୁ ଇଟାଭାଟି କଡରେ ମୃତ୍ତ ଦେହ ପଡ଼ିଥିବା ଦେଖି୍ ଘରର ପରିବାର ଲୋକଙ୍କୁ ଖବର ଦେଇଥିଲେ ଦେଖୁ ଦେଖୁ ସବୁଆଡେ ଖବର ବ୍ଯାପିଗଲା । କେହି ଦୂର୍ବୁତ ମାନେ ମିଶି ମୃତ୍ତ ଦିନେଶ ର ମୁଣ୍ଡ କୁ ଧାରୁଆ ଅସ୍ତ୍ରରେ କଟା ଜାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେେ ମୃତ୍ ଶରିର କୁ ଇଟାଭାଟି କଡରେ ଫିଙ୍ଗିଦେଇ ପଳାଇଥିବା  ଦେଖିବାକୁ ମିଳିଛି ହତ୍ୟା କାଣ୍ଡର କାରଣ ଜଣାପଡିନଥିବା ବେଳେ ଏଣେ ପରିବାର ଲୋକେ ଜମ୍ବୁ ସାମୁଦ୍ରିକ ଥାନା ରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଖବର ପାଇ ଘଟଣା ସ୍ଥଳରେ ଜମ୍ବୁ ମେରାନ ଥାନା ଅଧିକାରୀ ପରେଶ୍ କୁମାର ମହାନ୍ତି , SDPO ଜୟନ୍ତ କୁମାର ମହାପାତ୍ର,ସାଇଁଟିଫିକି ଟିମ୍ ପହଞ୍ଚି ବିଭିନ୍ନ ଦିଗକୁ ଲକ୍ଷ୍ୟ ରଖି ତଦନ୍ତ ନମୁନା ସଂଗ୍ରହ ଜାରି ରଖିଥିବା ବେଳେ କୁହାଯାଉଛି,! ଗତକାଲି ବିଳମ୍ବିତ ରାତିରେ ଇଟାଭାଟି କାର୍ଯ୍ୟ ସାରି ବାଲେଶ୍ଵର  ଜିଲ୍ଲା ର ପରମାନନ୍ଦ ବେହେରା ଓ ଇଟାଭାଟି ମାଲିକ ଦିନେଶ ମିଶି ଭୋଜି କରିଥିବା ବେଳେ ସକାଳୁ ଦିନେଶ ମୃତ୍ୟୁ ଦେହ ଇଟାଭାଟି କଡରେ ପଡ଼ିଥିବା ଦେଖି ବାକୁ ମିଳିଥିବା ବେଳେ ଏଣେ ବାଲେଶ୍ଵର ଜିଲ୍ଲାର ପରମାନନ୍ଦ ବେହେରା ଫେରାର ଥିବା ବେଳେ ଏହି ମୃତ ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଅନେକ ପ୍ରକାର ଚାପା ଉତେଜନା ସୃଷ୍ଟି ହୋଇଛି,!

କେନ୍ଦ୍ରାପଡ଼ା ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ମସିହା ନିୟୁଜ )

Related posts

ରଶି ଲଗାଇ ଆତ୍ମହତ୍ୟା , କାରଣ ଆଶ୍ବଷ୍ଟ

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା ଭାବଗ୍ରାହୀ ଭଗବାନ 

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ବାତ୍ୟା ଓ ବନ୍ୟାର ସମ୍ଭାବ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଓ ମକ୍ ଡ୍ରିଲ୍ ଅଭ୍ୟାସ 

Sunil Chandra Nayak

Leave a Comment

error: Content is protected !!