ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ ନାମଚାର୍ଯ୍ୟ ବାୟା ବାବା ଙ୍କ 125 ତମ ଜନ୍ମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତ ବୈଠକ 

ରାଜନଗର-:ରାଜନଗର ବ୍ଲକ ନିକଟସ୍ଥ କେରଡାଗଡ ପଂଚାୟତ ର ଉକ୍ତ ଗ୍ରାମ ରେ ଜନ୍ମ ବାର୍ଷିକ ଚଳିତ (୨୦୨୨) ମସିହା ଡିସେମ୍ବର ମାସ ୧୪ ତାରିଖ ଦିନ ଶ୍ରୀମଦ ନାମଚର୍ଯ୍ୟ ବାୟା ବାବାଙ୍କ ୧୨୫ ତମ ଜନ୍ମ ବାର୍ଷିକ ଅବସରରେ ତାଙ୍କ ଜନ୍ମ ସ୍ଥାନ ମାଟି କେରଡ଼ାଗଡ଼ ଠାରେ ସଂକୀର୍ତ୍ତନ ସହିତ ଶତାଧିକ ଭକ୍ତ ମାନଙ୍କ ର ଆଗ ମନ କୁ ନେଇ ପ୍ରସ୍ତୁତି ବୈଠକ।ଏଥିରେ ଶତାାଧିକ ଭକ୍ତ ଯୋଗ ଦେଇ ଥିଲେ।

କେନ୍ଦ୍ରାପଡ଼ା ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (MASiHA NEWS )

Related posts

ଜୟ କୁମାର ମିଶ୍ର  ଙ୍କ କବିତା ଏକା ତୁମ ପାଇଁ

Sunil Chandra Nayak

ମୟୂରଭଞ୍ଜ – ରାଇରଙ୍ଗପୁରରେ ବିଶ୍ବ ପର୍ଯ୍ଯାବରଣ ଦିବସ ପାଳିତ

ଓବିସି ଏସ୍ସି,ଏସ୍ଟି ମିଳିତ ମଞ୍ଚ ବୈଠକ

Leave a Comment

error: Content is protected !!