ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କରଚଲା ଠାରେ ଭତର। ସମାଜର ସମ୍ପର୍କ ଯୋଡୋ ଅଭିଯାନ କାର୍ଯ୍ୟକ୍ରମ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହ।ବସପୁର ଗ୍ରାମ ପଞ୍ଚାୟତ ର   କରଚଲା ଗ୍ରାମରେ ଜୁନାଗଡ଼ ବ୍ଲକର ଭତର। ସମାଜର ସମ୍ପର୍କ ଯୋଡୋ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅଭିଯାନ ଅବସରରେ କରଚଳା ଠାରେ ସମାଜ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ଭତର। ସମାଜର ସଭାପତି କୈଳାସ ଚନ୍ଦ୍ର ମାଝି ,ଭତର। ଜନ କଲ୍ୟାଣ ସମିତିର ସମ୍ପାଦକ ବୃନ୍ଦାବନ ପୁଝ।ରି ,ପୂର୍ବତନ ଜିଲ୍ଲା ସ୍ତରୀୟ ସମ୍ପାଦକ ସୁଶାନ୍ତ ମାଝି ,ଜିଲ୍ଲା ଉପଦେଷ୍ଟା କମିଟିର କ୍ଷୀରୋଦ ମାଝି ଏବଂ ଜୁନାଗଡ଼ ବ୍ଲକ ସଭାପତି ମିନିକେତନ ଦଳପତି ଏବଂ ଜୁନାଗଡ଼ ବ୍ଲକର ସରକାରୀ କର୍ମଚାରୀ ସଂଘ ର ସଭାପତି ଇନ୍ଦ୍ରମଣି ପୁଝ।ରି ଏବଂ ବିଭିନ୍ନ ବ୍ଲକର ସଭାପତି ମାନେ ଉପସ୍ଥିତ ରହି ଭତର। ସମାଜର ଵିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ଏବଂ ଭତର। ସମାଜର ସମ୍ପର୍କ ଯୋଡୋ ଅଭିଯାନ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ଶ୍ରୀଜୀଉଙ୍କ ଶ୍ରୀଅଙ୍ଗର ସୁରକ୍ଷା ଦାୟିତ୍ୱରେ ବଉଳ କାଠ

Sunil Chandra Nayak

ମୟୂରଭଞ୍ଜ ପୂର୍ବତନ ସାଂସଦ ତଥା ଆଦିବାସୀ ସେଙ୍ଗେଲ ଅଭିଯାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଲଖାନ ମୁର୍ମୁଙ୍କ ରାଇରଙ୍ଗପୁର ସ୍ଵସ୍ତି ପାଲାସ ହୋଟେଲରେ ଖବରଦାତା ସମ୍ମିଳନୀ

Sunil Chandra Nayak

ବୈତରଣୀ ନଦୀରେ ଭାସିଯାଇ ଯୁବକର ମୃତ୍ୟୁ ,ଗାଁରେ ପହଂଚିଲା ଶବ, ଏବେ ବେସାହାରା ସ୍ତ୍ରୀ ,୩ ଛୁଆ ଓ ରୋଗଣୀ ମା

Sunil Chandra Nayak

Leave a Comment

error: Content is protected !!