ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବନିର୍ମାଣ କୃଷକ ସଂଗଠନ ସଭାପତିଙ୍କ ବୌଦ୍ଧ ଜିଲ୍ଲା ଗ୍ରସ୍ତ

ବୌଦ୍ଧ – ନବନିର୍ମାଣ କୃଷକ ସଂଗଠନ ସଭାପତି ଅକ୍ଷୟ କୁମାର ସାରା ରାଜ୍ୟ ପରିକ୍ରମା କରୁଛନ୍ତି I ଆଜି ବୌଦ୍ଧ ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମ ମଧ୍ୟରେ ବିଭିନ୍ନ ଚାଷୀ ନେତା ମାନଂକୁ ସାକ୍ଷାତ କରି ଆଲୋଚନା କରିଥିଲେ I ଆଲୋଚନା ଚାଷୀ ନେତା ସୂର୍ଯ୍ୟନାରାୟଣ ମହାପାତ୍ର, ଜୀବନ ସତପଥୀ, ନରେନ୍ଦ୍ର କୁମାର ସାହୁ, ସାମାଜିକକର୍ମୀ କୃତ୍ତିବାସ ପଲିଆ,ଦେବାଶିଷ ପୁରୋହିତ, ସୂର୍ଯ୍ୟେନ୍ଦ୍ର କୁମାର ସତପଥୀ, ଯୁବ ଚାଷୀ ଶ୍ରୀକ୍ଷେତ୍ର ମହାକୁଡ, ଦୀପକ ବେହେରା, ସାମ୍ୱାଦିକ ମହେଶ ପ୍ରସାଦ ଅଗ୍ରୱାଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ I ଚାଷୀ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ପ୍ରାଇସ, ପେଷ୍ଟିଜ୍ ଓ ପେନସନ ବ୍ୟବସ୍ଥା ନିମନ୍ତେ ଜୋରଦାର ଲଢେଇ ପାଈଁ ଏକ ଯୋଟ ହେବାକୁ ପରାମର୍ଶ ଦେଇଥିଲେ l ଆଗାମୀ ଜାନୁୟାରୀ ମାସରେ ଯୁବ ଚାଷୀ ମାନଂକୁ ନେଇ ଦୁଇଦିନିଆ କର୍ମଶାଳା ଆୟୋଜିତ ହେବ ବୋଲି ପ୍ରସ୍ତାବ ଦେଇଥିଲେ l

ବୌଦ୍ଧ ରୁ ଜିଲ୍ଲା ପ୍ରତିନିଧି  ହୃଦାନନ୍ଦ ମେହେର ଙ୍କ ରିପୋର୍ଟ 

Related posts

ଗଣେଶ ପୂଜା ପାଇଁ ମାଟି ଅନୁକୁଳ

Sunil Chandra Nayak

ତହସିଲ କାର୍ଯ୍ୟାଳୟରେ ପ୍ରେମୀ ଯୁଗଳଙ୍କ ବିବାହ 

Sunil Chandra Nayak

ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଦାବି

Sunil Chandra Nayak

Leave a Comment

error: Content is protected !!