ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘୋଡ଼ା ଡିଆଁ ସ୍ଥିତ ଅନନ୍ତ ଶ୍ରୀକ୍ଷେତ୍ର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ (ମ ନି ସ)୨୯/୧୧_ଓଡାପଡା ବ୍ଲକ ଵଦାଳୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘୋଡ଼ାଡ଼ିଆଁ ସ୍ଥିତ ଅନନ୍ତ ଶ୍ରୀକ୍ଷେତ୍ର ମନ୍ଦିର ପ୍ରତିଷ୍ଠା ଉତ୍ସବ ଗତ କାଲି ୨୮ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ୦୨ ତାରିଖ ପର୍ଯ୍ୟନ୍ତ ଲାଗିରହିବ l ପ୍ରଥମ ଦିବସରେ ଗ୍ରାମ ନିକଟସ୍ଥ ସରପା ଜୋର ରୁ ମହିଳା ଓ କର୍ତ୍ତା କର୍ତ୍ତୀ ମାନେ କଳସ ଆଣି ମନ୍ଦିରରେ ସ୍ଥାପନା କରିଥିଲେ ପରେ ପୁରୋହିତ ମାନଙ୍କ ଦ୍ୱାରା ମଣ୍ଡଳୀ କରଣ, ଅଧିବାସାଦୀ, ଓ ଅଗ୍ନି ସ୍ଥାପନ ହୋଇଥିଲା ଏବଂ ଆଜି ଦ୍ୱିତୀୟ ଦିବସରେ ସୂର୍ଯ୍ୟ ପୂଜା, ବୃହତ ବାସ୍ତୁ ପୂଜନ,ବୃହତ ଭଦ୍ର ପୂଜନ ଜଳ ମାତୃକା ପୂଜା ଓ ବିଗ୍ରହ ମାନଙ୍କର ଜଳଧିବାସ, ଓ ଗୁପ୍ତ ନୀତି ସମ୍ପର୍ଣ୍ଣ ହୋଇଛି l ଏହି ଉତ୍ସବ ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇ ଉତ୍ସବ କୁ ସଫଳ ରୂପାୟନ କରିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ସାହିତ୍ୟ ଅଗଣା

Sunil Chandra Nayak

ଆଧୁନିକ କଳାଶିଳ୍ସୀ ସୁରେନ୍ଦ୍ର ମହାନ୍ତିଙ୍କ ଶତବାର୍ଷିକୀ ଜୟନ୍ତୀ ପାଳିତ

Sunil Chandra Nayak

ମସୀହା ରେ ଖବର ପ୍ରସାରଣ  ଏବଂ ବିଏଚ୍ ଆର୍ ସି ର ଟ୍ୟୁଇଟ ଅବଗତ ପରେ ପ୍ରଶାସନ ତତ୍ପର 

Sunil Chandra Nayak

Leave a Comment

error: Content is protected !!