ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଲଟିଲା ଟମାଟୋ ବଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର 

ପାପଡାହାଣ୍ଡି,29/11,ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ନିକଟରେ ମଙ୍ଗଳବାର ପାହାନ୍ତିଆରୁ ଭାରସାମ୍ୟ ହରାଇ ଏକ ଟମାଟୋ ବଝେଇ ଟ୍ରକ ଓଲଟି ପଡ଼ିଥିବା ବେଳେ ଏଥିରେ ବସିଥିବା ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି | ସୂଚନା ଅନୁଯାୟୀ ଜଗଦଲପୁର ରୁ ଏକ ଟ୍ରକ ନମ୍ବର OR08H2060 ଟମାଟୋ ଧରି ଜୁନାଗଡ ଅଭିମୁଖେ ବାହାରିଥିଲା ପାହାନ୍ତିଆ ସମୟରେ ତଣ୍ଡାଗୁଡା ଗ୍ରାମର ଏକ କଲଭର୍ଟ ତଳେ ଭାରସାମ୍ୟ ହରାଇ ଟ୍ରକ ଟି ଓଲଟି ପଡିଥିଲା | ଯାହାଫଳରେ ଟ୍ରକର ଟମାଟୋ ବିଛେଇ ହେବା ସହ କିଛି ନଷ୍ଟ ହୋଇଯାଇଥିଲା | ଏହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି | ମଙ୍ଗଳବାର ଟମାଟୋ କୁ ଗୋଟାଇ ଅନ୍ୟ ଏକ ପିକଅପ ଭେନରେ ଜୁନାଗଡ କୁ ସ୍ଥାନାନ୍ତର କରାଯଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ଭଣ୍ଡାର ଘରଣୀ ମନ୍ଦିର ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ , ଦୁର୍ଗନ୍ଧ ପରିବେଶ ରେ ଲୋକେ ଅସ୍ତ୍ୟବ୍ୟସ୍ତ

Sunil Chandra Nayak

ଶ୍ରୀ ଅରବିନ୍ଦ ଙ୍କ ୧୫୦ତମ ଜନ୍ମବାର୍ଷିକ ଓ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ବିଭିନ୍ନ ଉତ୍ସବ ଆୟୋଜନ

Sunil Chandra Nayak

Leave a Comment

error: Content is protected !!