ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ବଜାର ଉପରେ ଥିବା ରେଡି ବ୍ରଦର୍ସ ମୁଢି ଫ୍ୟାକ୍ଟ୍ରି କୁ ବଜାର ବାହାରକୁ ସ୍ଥାନାନ୍ତର ହେବାକୁ ଦାବୀ

ନବରଙ୍ଗପୁର—-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମା ହାଇସ୍କୁଲ ରୋଡ୍ ରେ ଜନବସତି,ଦୋକାନ ବଜାର ରହି ଥିବା ବେଳେ ଏଠାରେ ଥିବା ରେଡି ବ୍ରଦର୍ସ ମୁଢି ଫ୍ୟାକ୍ଟ୍ରିର ଧୁଆ ଜନ ସାଧାରଣଙ୍କୁ ଅସ୍ତ ବ୍ୟସ୍ତ କରି ପକାଉଛି।ମୁଢି ଫ୍ୟାକ୍ଟ୍ରି ରେ କାଜୁ ବାଦାମ୍ ଚୋପା ବ୍ୟବହାର ହେଉ ଥିବାରୁ ତାର ଧୁଆରେ ଦୁର୍ଗନ୍ଧରେ ନାକ ଫାଟିପଡୁଛି। ଏଠାରେ ଜେଉଁ ମାଲିକ ରହୁଛନ୍ତି,ବେପାରିଙ୍କୁ ଜେଉଁ ମୁଲ୍ୟରେ ମୁଢି ବିକ୍ରିକରୁଛନ୍ତି,ଖାଉଟିଙ୍କୁ ଅତ୍ୟଧିକ ମୁଲ୍ୟରେ ବିକ୍ରି କରୁଛନ୍ତି ଓ ବ୍ୟବହାର ଲୋକଙ୍କୁ ଭଲ ପ୍ରଦର୍ଶନ କରୁ ନାହାନ୍ତି।ସେ ଜାହା ହେଉ ଜନବସତି ଠାରୁ ଦୁର ସ୍ଥାନରେ ଉକ୍ତ ମିଲ୍ କରାଗଲେ ଏ ପାଖରେ ରହୁଥିବା ବାସିନ୍ଦାଙ୍କ ର ଅସୁବିଧା ହେବ ନାହିଁ କି ପରିବେଶ ଦୁଷିତ ହେବ ନାହିଁ।ଏଣୁ ଉକ୍ତ୍ ମୁଢି ମିଲକୁ ତୁରନ୍ତ ପ୍ରଶାସନ ସୁ ଦ୍ରୁଷ୍ଟି ପକାଇ ସ୍ଥାନାନ୍ତର କରାଇବାକୁ ବୁଧିଜିବୀ ମହଲରେ ଦ୍ରୁଢ୍ ଦାବୀ ହେଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ।

Related posts

ଡାବୁଗାଁ ଶାଖା ଓଡିଶା ଡ୍ରାଇଭର ମହାସଙ୍ଘ ସମସ୍ତ କର୍ମକର୍ତା ମାନଙ୍କ ଦ୍ଵାରା ନୁଆଁ ଖାଇ ପରବରେ ଦ୍ରୁଷ୍ଟିହୀନ୍,ମୁକ,ବଧିର ବିଦ୍ୟାଳୟରେ କେକ୍,ବିସ୍କୁଟ୍ ବଣ୍ଟନ

Sunil Chandra Nayak

ଆଠ ଦଫା ଦାବି ନେଇ ଅଙ୍ଗନା ବାଡି ଓ ସହାୟକ ଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୋଳମୁଣ୍ଡା ଶିଶୁବିକାଶ ଅଫିସ ସାମନାରେ ଧାରଣା

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ଜୀବନ ଡଙ୍ଗା 

Sunil Chandra Nayak

Leave a Comment

error: Content is protected !!