ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୂର୍ଚ୍ଛନାସାହିତ୍ୟ ସଂସଦ ଶୀତ କବିତା ଆସର

ଜୁନାଗଡ଼,୧୦/୧୨(ମ ନି ସ) ମୂର୍ଚ୍ଚନା ସାହିତ୍ୟ ସଂସଦ ଜୁନାଗଡର ଶୀତ କବିତା ଆସର ସ୍ଥାନୀୟ ବିଜ୍ଞାନ ପ୍ରସାର ଭବନଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଉକ୍ତ ସାହିତ୍ୟ ସଂସଦର ସଭାପତି ,ତଥା ସାହିତ୍ୟିକ କୈଳାସ ଚନ୍ଦ୍ର ରାଉତ,ସମ୍ପାଦକ ଅଜୟ ଦାସ,ଉପଦେଷ୍ଟା ଉଦ୍ଧବ ଚରଣ ସାହୁ,ସତ୍ୟ ନାରାୟଣ ରାଜପୁତ ଓ ସୁକବି ସ୍ଵର୍ଣ୍ଣଲତା ପଣ୍ଡା ମଞ୍ଚାସୀନ ଥିଲେ। କବି ସୁଧିର ମେହେର ସଭା କାର୍ଯ୍ୟ ପରିଚାଳନା କରିଥିଲେ ଓ କବିତା ଗୁଡିକକୁ ଭାଗୀରଥି ସାଗର, ପ୍ରିୟଦର୍ଶିନି ପଣ୍ଡା ଓ ନବଘନ ସାହୁ ସଂଯୋଜନା କରିଥିଲେ। କବି ବ୍ରଜକିଶୋର ମିଶ୍ର ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ କବି ଦାମୋଦର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କବି ରାଜେଶ ମୁଣ୍ଡ,ନିରଞ୍ଜନ ସାହାଣୀ, ଚାଇଆ ମୂରୁଖ,ଦିନେଶ ମେହେର,ଶୁଭମ୍ ମେହେର ,ଅବିନାଶ ମାଝୀପ୍ରମୁଖ ୫0 ଜଣ ନିମନ୍ତ୍ରିତ କବି ସ୍ବରଚିତ କବିତା ପାଠ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଓଡିଶା ରାଜ୍ୟ ପୁରୁଷ/ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଙ୍କ ମିଳିତ ମହାସଂଘ ଚନ୍ଦାହାଣ୍ଡିର ଦାବିପତ୍ର ପ୍ରଦାନ

Sunil Chandra Nayak

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଶୀତୁଆ ସକାଳ 

Sunil Chandra Nayak

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ଏ ଯୁଗ ରାବଣ

Sunil Chandra Nayak

Leave a Comment

error: Content is protected !!