ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା 

କାମାକ୍ଷାନଗର (ମ ନି ସ) ୨୩/୧୦_ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଙ୍କ ଆହ୍ଵାନ କ୍ରମେ ଏଵଂ ମାନ୍ୟବର କାମାକ୍ଷାନଗର ବିଧାୟକ ତଥା ଓଡ଼ିଶା ସରକାର ପୂର୍ତ୍ତ ଖଣି ଇସ୍ପାତ ଵିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ମହୋଦୟ ଙ୍କ ନିର୍ଦ୍ଦେଶ କ୍ରମେ ତତ୍‌ସହ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ତଥା ମାନ୍ୟବର ନଗରପାଳ ଶ୍ରୀ ଧର୍ମାନନ୍ଦ ପରିଡା ଙ୍କ ନେତୃତ୍ଵରେ ଆଜି ତା ୨୩/୧୦/୨୦୨୨ ରିଖ ରବିବାର ଅପରାହ୍ନ ୪ଘଟିକା ସମୟରେ କାମାକ୍ଷାନଗର ସହରର ୯,୧୦,୧୧ ନମ୍ବର ୱାର୍ଡ଼ ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ଦଳୀୟ ବିକାଶ ଯାତ୍ରା ଓ ଲୋକ କଲ୍ୟାଣ ଯୋଜନା ରେ କିପରି ଓଡ଼ିଶା ର ଜନ ସାଧାରଣ ସାମିଲ୍ ହେବେ , ତାର ବିଭିନ୍ନ ପ୍ରକାରର ଚିତ୍ର ଦେଖିବକୁ ମିଳିଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ମେଗାଲିଫ୍ଟ ପାଇପ ଲାଇନ କାମରେ ଆସୁନଥିବା ପ୍ରତିବାଦରେ ଧାରଣାରେ ବସିଲେ ଚାଷୀ

Sunil Chandra Nayak

ଧର୍ମଗଡ ରେ ବ୍ରାହ୍ମଣ ସମାଜ ର ନୂଆଖାଇ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!