ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଢେ଼ଙ୍କାନାଳ ମାଟି ଓ ଜାତି ର ଆଭା ବଖାଣିଲା ‘ସମର ତରଙ୍ଗ’ ଗୀତିନାଟ୍ୟ

 ଢେ଼ଙ୍କାନାଳ (ମ ସୀ ହା) ୨୯/୧୨_ସ୍ଥାନୀୟ ଶତାୟୁ ଶିକ୍ଷାନଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ସ୍ଥିତ ମଞ୍ଚ ରେ ସନ୍ଧ୍ୟା ୭ ଘଟିକା ସମୟ ରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ତଥା ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ ର ସହଯୋଗ ରେ କବି ବ୍ରଜନାଥ ବଡ଼ଜେନା ଙ୍କ ରଚିତ କାବ୍ୟ’ ସମର ତରଙ୍ଗ’ ଆଧାର ରେ ନାଟ୍ୟ ନିର୍ଦ୍ଦେଶକ ଶତୃଘ୍ନ ମାଟି ଙ୍କ ନିର୍ଦ୍ଦେଶନା ରେ କଳା ପରିଷଦ ଢେ଼ଙ୍କାନାଳ ଦ୍ଵାରା ଗୀତିନାଟ୍ୟ ‘ସମର ତରଙ୍ଗ’ ପରିବେଷିତ ହୋଇ ଯାଇଛି। ଉକ୍ତ ନାଟକ କୁ ଅବନୀ ମିଶ୍ର ନାଟ୍ୟ ରୂପାନ୍ତର କରି ଥିଲାବେଳେ ପ୍ରଭାତ ମହାନ୍ତି ଓ ବ୍ରଜବନ୍ଧୁ ରଣସିଂହ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି l ଏଠାରେ ସୂଚନା ଯୋଗ୍ୟ ଯେ ଏହି ଐତିହାସକ ଗୀତିନାଟ୍ୟ ରେ ଢେ଼ଙ୍କାନାଳ ରଜା ତ୍ରିଲୋଚନ ଙ୍କ ସହ ମରହଟ୍ଟା ମାନଂକ ର ଯୁଦ୍ଧ ବିଷୟ ବର୍ଣ୍ଣିତ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଅଧୁରା ପ୍ରେମ କାହାଣୀ ଓଡ଼ିଆ ଚଳଚ୍ଚିତ୍ର ରେ ଶ୍ରୀତମ ଦାସ ଶ୍ରେଷ୍ଟ ଖଳନାୟକ ପୁରସ୍କୃତ

masiha

ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବ ଉଦଘାଟିତ ,ଚିନ୍ତାମଣି ଜେନାଙ୍କ ନାଟକ ସୂର୍ଯ୍ୟୋଦୟ ପୂର୍ବେ ମଞ୍ଚସ୍ଥ 

ରୁପ୍ରା ଠାରେ ରାମଲୀଳାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ , ସୀତା ବିବାହ ସହିତ ରବିବାର ପ୍ରଭୁ ଶ୍ରୀରାମଙ୍କ ବନବାସ ମଞ୍ଚସ୍ଥ

Sunil Chandra Nayak

Leave a Comment

error: Content is protected !!