ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଇନ୍ତଲା ବ୍ଲକ ରେ ବ୍ଲକ ସ୍ତରୀୟ ଲୋକ ଉତ୍ସବ କାର୍ଯ୍ୟକ୍ରମ 

ବଲାଙ୍ଗିର,୧୧/୦୧ ପୁଇନ୍ତଲା ଠାରେ ବ୍ଲକ ସ୍ତରୀୟ ଲୋକ ଉତ୍ସବ ହୋଇଥିବା ବେଳେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଳିଙ୍ଗ ଯୋଗ ଦେଇ ଉଦଘାଟନ କରିଥିବା ଥିବା ବେଳେ ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଅତିରିକ୍ତ ବିଡ଼ିଓ ମଞ୍ଚରେ ମଞ୍ଚସୀନ ଥିଲେ । ଏହି କାର୍ଯ୍ୟକ୍ରମ ରେ ପୁଇଁନ୍ତଲା ବ୍ଲକ ଅର୍ନ୍ତଗତ ଶତାଧିକ କଳାକାର ନିଜ ନିଜ ପାରମ୍ପରିକ ଲୋକ କଳା,ବାଦ୍ୟ,ନାଚ ପ୍ରଦର୍ଶନ କରିଥିଲେ। ୧୦୦ ରୁ ଉର୍ଦ୍ଧ କଳାକାର ମାନେ ଅଂଶ ଗ୍ରହଣ କରିଥିଲେ। ବ୍ଲକ ସ୍ତରୀୟ ରୁ କଳାକାର ମାନେ ଚୟନ ହୋଇ ଉପଖଣ୍ଡିି ଲୋକ ଉତ୍ସବ ରେ  ଯୋଗ ଦେବେ। ଶେଷରେ ବ୍ଲକ ଅଧକ୍ଷ ଶ୍ରୀ ପ୍ରଧାାନ ଙ୍କ  ଦ୍ଵାରା କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା।

ବଲାଙ୍ଗିର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ମେଡିକାଲରେ ହେଲା ସୁଭଦ୍ରା କେଫ

Sunil Chandra Nayak

ସିନାପାଲି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଶୋଭାଯାତ୍ରା

Sunil Chandra Nayak

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୧୯ ଟି ଅଭିଯୋଗର ଶୁଣାଣି 

Sunil Chandra Nayak

Leave a Comment

error: Content is protected !!