ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନୀଲ୍ ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ଶ୍ରେଷ୍ଠ ପାଞ୍ଚ ପ୍ରତିଭାଙ୍କ ନାମ ଘୋଷିତ 

ସୁନୀଲ୍ ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ଶ୍ରେଷ୍ଠ ପାଞ୍ଚ ପ୍ରତିଭାଙ୍କ ନାମ ଘୋଷିତ 

ଭୁବନେଶ୍ୱର/ଢେ଼ଙ୍କାନାଳ (ମସୀହା)_ବିଶ୍ବ ମାତୃ ଦିବସ ଅବସରରେ ସୁନୀଲ ମହାପାତ୍ର ଫାଉଣ୍ଡେସନ, ଭୁବନେଶ୍ୱର ପକ୍ଷରୁ ସାରସତ୍ଵ ସାଧକ /ସାଧିକା ମାନଂକ ଠାରୁ “ମାଆ ପାଇଁ ” ଶୀର୍ଷକ ଲେଖା ଆହ୍ୱାନ କରାଯାଇଥିଲା l ସେଇ ଲେଖା ମଧ୍ୟରୁ କେବଳ ପାଞ୍ଚଟିକୁ ପୁରସ୍କୃତ କରାଯିବାକୁ ଫାଉଣ୍ଡେସନ ତରଫରୁ ନିଷ୍ପତ୍ତି ନିଆଯାଇଛି l

ପୁରସ୍କୃତ ପ୍ରତିଭାମାନେ ହେଲେ  
ନାୟକ ଅକ୍ଷୟ ରାଜହସ୍ତୀ(ଢେ଼ଙ୍କାନାଳ)
ମାନୀ ଦାଶ(ଭୁବନେଶ୍ୱର )
ସ୍ମୃତିଲେଖା ନନ୍ଦ( ଭୁବନେଶ୍ୱର )
 ସୁନନ୍ଦା ବି ମହାପାତ୍ର(ବାଙ୍ଗାଲୋର )
  ଏବଂ ପଦ୍ମାଳୟା ମଲ୍ଲ.(ଯାଜପୁର)

କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ୨୯ ତାରିଖରେ ଅର୍ଥରାଶି ଓ ମାନପତ୍ର ଦ୍ଵାରା ସମ୍ବର୍ଦ୍ଧିତ କରାଯିବାର ଘୋଷଣା କରାଯାଇଛି l 

Related posts

ଜୀବନ କୌଶଳ ଶିକ୍ଷା ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

ଜୁନାଗଡ଼ ଉତ୍କଳମଣି ସେବାସଂସ୍ଥା ପକ୍ଷରୁ ପାନୀୟ ଜଳ ସେବା

masiha

ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା – କ୍ଷତିପୂରଣ ଓ ନ୍ୟାୟ ଦାବିରେ ରାଜପଥ ଅବରୋଧ: ପ୍ରତିଶୃତି ପରେ ହଟିଲା  

masiha

Leave a Comment

error: Content is protected !!