ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା କଳାକାର ସଂଘ ଭତ୍ତା ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ

ନୂଆପଡା // ,ନୂଆପଡା ଜିଲ୍ଲା ର ପାଞ୍ଚ ଗୋଟି ବ୍ଲକ ରୁ ବିଭିନ୍ନ କଲା କ୍ଷେତ୍ର ରେ କୃତି ଅର୍ଜନ କରୁଥିବା ହଜାର ହଜାର କଳାକାର ବୁଧୁବାର ଜିଲ୍ଲାପାଳ କର୍ଯ୍ୟଲୟ ଘେରୋଉ କରି ନିଜର ମୋଳିକ ଅଧିକାର ସାବ୍ୟସ୍ତ କରି କଳାକାର ଭତ୍ତl ବୃଦ୍ଧିଦାବି କରି ଏ ସମ୍ପକୀତ ୧୫ ଦଫା ଦାବି ପ୍ରଦାନ କରିଥିଲେ l ଆଜି ସବୁ କଳାକାର ମହୁଲଭଟା ଛକ ରେ ଶିବ ଭାଗବାନ ପୂଜା ଅର୍ଚନା କରି ଜିଲ୍ଲା ର ସବୁ କଳାକାର ବାଜା, ଗୀତ, ଘୁମୁରା,ଘୋଡା ନାଚ ରେ ନୂଆପଡା ସହର ପରିକ୍ରମା କରି ଶେଷରେ ଜିଲ୍ଲାପାଳ କାର୍ଯ୍ୟଳୟ ଆସି ୧୫ ଦଫା ଦାବି ପ୍ରଦାନ କରିଥିଲେ l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଢେଙ୍କାନାଳ ଜିଲ୍ଲା ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ମେଗା କ୍ୟାମ୍ପ ଆୟୋଜିତ 

masiha

ରାଇରଙ୍ଗପୁର ଡେପୁଟି କଲେକ୍ଟର ମନୋଜ କୁମାର ମହାନ୍ତଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନ

masiha

ବ୍ଲକ ସ୍ତରୀୟ କଳାକାର ତାଲିମ କର୍ମଶାଳା ଅନୁଷ୍ଠିତ, ଯୋଗଦେଲେ ଲୋକ କଳାକାର

masiha

Leave a Comment

error: Content is protected !!