ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୋଡିସାହି : ବିରାସାଳ କ୍ରିକେଟ ଟିମ ଚମ୍ପିୟାନ

ଢେ଼ଙ୍କାନାଳ (ମ ସୀ ହା)୧୪/୨: କଙ୍କଡାହାଡ଼ ବ୍ଲକ ବାଟଗାଁ ପଞ୍ଚାୟତ ଗୋଡିସାହି ଖେଳ ପଡିଆଠାରେ ଶ୍ରୀରାମ କ୍ରିକେଟ କ୍ଳବ ଆନୁକୂଲ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ କଙ୍କଡାହାଡ଼ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତିକ ସାହୁ ଯୋଗ ଦେଇ ବିଜୟୀ ବିରାସାଳ କ୍ରିକେଟ ଟିମ କୁ ଏବଂ ପରାଜୟ ଟିମ ଜୟପୁରା କଟେଣୀ କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ l ନରହରି ପରିଡା , ଏବଂ ଦୁଷ୍ମନ୍ତ ସିଂ ସୁଚାରୁ ରୂପେ ଖେଳ ପରିଚାଳନା କରିଥିଲେ l ଶ୍ରୀରାମ କ୍ରିକେଟ ଟିମର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ lଉପସ୍ଥିତ ଦର୍ଶକ ମାନଙ୍କ ମଧ୍ୟରେ ଅତି ରୋମାଞ୍ଚକର ଓ ଉତ୍ସାହ ଉନ୍ମାଦନା ଭରି ଦେଇଥିଲା l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ରାଜ୍ୟସ୍ତରୀୟ ଇଣ୍ଟର କଲେଜ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପନୀ

masiha

ନିଲାବାଡ଼ି ଅଗ୍ନିଗଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳର ନିଲାବାଡ଼ି ଦଳ ଚମ୍ଫିଆନ ହେଲେ 

Sunil Chandra Nayak

୧୩ ତମ ୨ ଦିନିଆ ଫୁଟବଲ ଟୁର୍ନାମେଣ୍ଟ ୨0 ୨ ୫ ଅନୁଷ୍ଠିତ : ମହାରାଣୀ ସୁସାର ୟୁଥ କ୍ଲବ 

Sunil Chandra Nayak

Leave a Comment

error: Content is protected !!