ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ର ଅଖିଳ ରାଜ୍ୟ ଆଦିବାସୀ ଉନ୍ନୟନ ସମବାୟ ନିଗମ ର ରାଜ୍ୟ ନିର୍ଦେଶକ ନିର୍ବାଚିତ

ତେନ୍ତୁଳିଖୁଣ୍ଟି ୨୬/୦୨/୨୩ ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ସଭାପତି ଅଖିଳ ଭତ୍ରା ରାଜ୍ୟ ଆଦିବାସୀ ଉନ୍ନୟନ ସମବାୟ ସମିତି ଲିମିଟେଡ ର ନିର୍ଦେଶକ ଭାବେ ଭାବରେ ନିର୍ବାଚିତ ହୋଇ ଛନ୍ତି। ସମୁଦାୟ21 ଟି ନିର୍ଦେଶକ ମଧ୍ୟରୁ 16ଟି ନିର୍ଦେଶକ ନିର୍ଦ୍ବନ୍ଦ୍ୱ ରେ ନିର୍ବାଚିତ ହୋଇଥିବା ବେଳେ ପାଞ୍ଚ ଟି ନିର୍ଦେଶକ ପାଇଁ ନିର୍ବାଚନ ହୋଇଥିଲା। ସେଥିମଧ୍ୟରୁ ଅଖିଳ ଭତ୍ରା ଗୋଟିଏ ନିର୍ଦେଶକ ପାଇଁ ନିର୍ବାଚନ ଲଢୁଥିଲେ , ଅଖିଳ 27 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦି 18 ଖଣ୍ଡ ଭୋଟ ପାଇ ଥିଲେ। ନିର୍ଦେଶକ ନିର୍ବାଚିତ ହୋଇଥିବା ଯୋଗୁଁ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ଏମ ପି ରମେଶ ମାଝୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ ତରଫରୁ ଅଖିଳ ଭତରାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି।। ଭବିଷ୍ୟତରେ ତାଙ୍କ ସଫଳତାର ଧାରା ଜାରି ରହୁ ବୋଲି ତାଙ୍କ ସମର୍ଥକ ଅଭିନନ୍ଦନ ଓ ପ୍ରାର୍ଥନା କରୁଛନ୍ତି।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ବିଶ୍ଵ ବନ ଦିବସରେ ବନପାଳ ସମ୍ମାନୀତ

Sunil Chandra Nayak

ଛତ୍ରପୁର ପୋଲିସ୍ ପ୍ୟାରେଡ଼ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ବଲାଙ୍ଗିର ସହର ରେ ଥିବା ବନ୍ଧ ଜଳାଶୟ ଗୁଡ଼ିକ ହେବ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର

Sunil Chandra Nayak

Leave a Comment

error: Content is protected !!