ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାରେ ୩୬ ଜିଲ୍ଲାପରିଷଦ ସଭ୍ଯ ପ୍ର।ଥି ଙ୍କର ଭାଗ୍ଯନିର୍ଦ୍ଧରଣ କରୁଛନ୍ତି ୧୦୫୬୧୯୪ ଜଣ ଭୋଟର 

ଭବାନୀପାଟଣା:୨୩/୨-ମସିହା:- କଳାହାଣ୍ଡି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କେତେକ ସ୍ଥାନରେ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସୂଚନା ଅନୁସାରେ ଯାହା ତଥ୍ଯ ମିଳିଛି ସେଅନୁସାରେ କଲମପୁର ବ୍ଳକ ଜିଲ୍ଳାପରିଷଦ ୧- ନମ୍ବର ଜୋନରେ ୨୨୦୬୬ ଓ ୨- ନମ୍ବର ଜୋନରେ ୨୨୨୪୨ ଭୋଟର ଅଛନ୍ତି। କର୍ଲାମୁଣ୍ତା ବ୍ଳକରେ ୧- ଜୋନରେ ମୋଟ ଭୋଟର ସଂଖ୍ୟା ୨୨୫୫୮ ଅଛି,୨- ନମ୍ବର ଜୋନରେ ୨୦୧୦୧ ସଂଖ୍ୟା ରହିଛି। କେସିଙ୍ଗା ବ୍ଳକର ୧- ନମ୍ବର ଜୋନରେ ୨୮୩୯୯ ଓ ୨- ଜୋନରେ ୨୮୬୮୫ ଭୋଟର ଅଛି,୩- ଜୋନର ଭୋଟର ସଂଖ୍ୟା ୩୦୬୭୯ ରହିଛି। କୋକସରା ବ୍ଳକର ୧- ଜୋନର ଭୋଟ ସଂଖ୍ୟା ୨୯୭୫୪ ୨- ଜୋନର ୨୮୯୪୭ ଓ ୩ – ଜୋନର ଭୋଟର ସଂଖ୍ୟା ୨୯୧୩୮,ଗୋଲାମୁଣ୍ତା ବ୍ଳକର ୧- ନମ୍ବର ଜୋନରେ ରହିଛନ୍ତି ୨୯୮୦୩ ଭୋଟର,୨-ନମ୍ବର ଜୋନରେ ୩୧୮୫୬ ଓ ୩- ଜୋନରେ ୩୩୪୪୭ ଭୋଟର, ଜୟପାଟଣା ବ୍ଳକର ୧-ନମ୍ବର ଜୋନରେ ୩୩୯୬୮ ଭୋଟର ଓ ୨- ଜୋନର ଭୋଟର ସଂଖ୍ୟା ୩୦୨୭୮,୩- ଜୋନରେ ୨୮୯୫୩ ଭୋଟର, ଜୁନାଗଡ ବ୍ଳକର ୧- ନମ୍ବର ଜୋନରେ ଭୋଟର ସଂଖ୍ୟା ୩୨୨୧୧,୨-ଜୋନ ଭୋଟର ସଂଖ୍ୟା ୩୧୪୯୭ ଓ ୩-ନମ୍ବର ଜୋନର ଭୋଟର ସଂଖ୍ୟା ୩୧୯୦୪,୪ – ଜିଲ୍ଳାପରିଷଦ ସଂଖ୍ୟା ୨୯୩୧୭,

ଥୁଆମୂଳ ରାମପର ବ୍ଳକରେ କାଲି ମତଦାନ ହେବ ୧- ନମ୍ବର ଜୋନର ଭୋଟର ସଂଖ୍ୟା ୨୪୩୭୦ ୨- ନମ୍ବର ଜୋନରେ ୩୦୫୧୬ ଜଣ ଅଛନ୍ତି। ଧର୍ମଗଡ ନିର୍ବାଚନ ମଣ୍ତଳୀରେ ମତଦାନ ଶେଷ ହୋଇଛି, ଏହି ବ୍ଳକର ୧- ନମ୍ବର ଜୋନରେ ଭୋଟର ସଂଖ୍ୟା ୩୪୩୧୧, ୨- ନମ୍ବର ଜୋନର ଭୋଟର ସଂଖ୍ୟା ୩୦୪୬୮,୩- ନମ୍ବର ଜୋନର ଭୋଟର ସଂଖ୍ୟା ୨୬୫୩୯, ନର୍ଲାବ୍ଳକରେ ମଧ୍ୟ ଜିଲ୍ଳାପରିଷଦ ୧- ନମ୍ବର ଜୋନରେ ୨୭୬୫୭ ଭୋଟର,୨- ନମ୍ବର ଜୋନର ଭୋଟର ସଂଖ୍ୟା ୩୨୧୨୭,୩- ନମ୍ବର ଜୋଟର ଭୋଟର ସଂଖ୍ୟା ୩୦୫୭୩, ଭବାନୀପାଟଣା ଜିଲ୍ଳାପରିଷଦ ୧- ନମ୍ବର ଜୋନର ଭୋଟର ସଂଖ୍ୟା ୩୧୨୩୭,୨- ନମ୍ବର ଜୋନର ଭୋଟ ସଂଖ୍ୟା ୩୨୫୮୫,୩-ଜୋନର ଭୋଟର ସଂଖ୍ୟା ୩୧୩୬୬,୪ – ଜୋନର ଭୋଟର ସଂଖ୍ୟା ୩୦୧୮୩, ମଦନପୁର ରାମପୁର ବ୍ଳକର ଜିଲ୍ଳାପରିଷଦ ୧- ଜୋନର ଭୋଟର ସଂଖ୍ୟା ୩୦୫୫୯,୨- ନମ୍ବର ଜୋନର ୨୮୧୧୪, ସେହିପରି ଲାଞ୍ଜିଗଡ ବ୍ଳକର ଜିଲ୍ଳାପରିଷଦ ୧- ଜୋନର ଭୋଟର ସଂଖ୍ୟା ୩୦୩୪୮, ୨- ଜୋନର ଭୋଟର ସଂଖ୍ୟା ହେଲା ୨୯୪୪୦ ରହିଛନ୍ତି। ତେବେ ତ୍ରିମୂଖି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ଜିଲ୍ଳାପରିଷଦ ପ୍ରାର୍ଥଙ୍କ ଭାଗ୍ଯ ଭୋଟରଙ୍କ ହାତରେ ଲାଗିଛି। ଜନମତ କାହା ସଫକ୍ଷରେ ଯାଇଛି ତାହା ଆଗତ ସମୟରେ ହିଁ ଜଣାପଡିବ। ଏଠାରେ ସୂଚନାଯୋଗ୍ୟ ଯେ, ଆସନ୍ତା କାଲି କଲମପୁର,ଥୁଆମୂଳ ରାମପୁର ଓ କେସିଙ୍ଗା ବ୍ଳକର ମତଦାନ ହେବାକୁ ଯାଉଛି।

Related posts

କୋକସରା ବ୍ଲକର ବିଭିନ୍ନ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ ସୁରଭି ’ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଅଭିଯୁକ୍ତ ଭାଇ କୋର୍ଟ ଚାଲାଣ

Sunil Chandra Nayak

ସନ୍ତୋଷ କୁମାର ପଣ୍ଡା ଙ୍କ କବିତା ଗଜ ଉଦ୍ଧାରଣ ବେଶ

Sunil Chandra Nayak

Leave a Comment

error: Content is protected !!