ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଷୋହଲ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ପଲନା:୮/୩ – (ମନିସ):- ଭବାନୀପାଟଣା ବ୍ଲକ ଅନ୍ତର୍ଗତ ପଲନା ଗ୍ରାମ ଠାରେ ଗତ ତା ୫/୩/୨୦୨୩ ରିଖ ଠାରୁ ତା ୭/୩/୨୦୨୩ ରିଖ ପର୍ଯ୍ୟନ୍ତ ୩ ଦିନ ଧରି ଷୋହଲ ପ୍ରହରୀ ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ପ୍ରହରୀରେ ୮ ଗୋଟି ସଂକିର୍ତ୍ତନ ଦଳ ଅଂଶଗ୍ରହଣ କରି ପ୍ରଭୁ ଙ୍କ ନାମ ସଂକୀର୍ତ୍ତନ କରି ଥିଲେ। ୫/୩/୨୦୨୩ ତାରିଖ ସକାଳ ଘ ୭.୩୦ ଣ୍ଟାରୁ ଆରମ୍ଭ ହୋଇ ୭/୩/୨୦୨୩ ତାରିଖ ଦିନ ଶେଷ କରାଯାଇଥିଲା। ଏହି ନାମଯଜ୍ଞରେ ଆଖପାଖ ଅଞ୍ଚଳର ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ତେବେ ନାମଯଜ୍ଞ ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଥିଲା।

ପଲନା ରୁ ଡମ୍ବରୁଧର ପାଣିଗ୍ରାହୀ ଙ୍କ ରିପୋର୍ଟ

Related posts

ବାହାରପୁର ରେ ମା ଶ୍ୟାମା କାଳୀ ପୂଜା 

Sunil Chandra Nayak

ଐତିହାସିକ ଠାକୁରାଣୀ ଯାତ୍ରାର ଶୁଭାରମ୍ଭ ,ବାଣ ଓ ବିରାଟ ପଟୁଆର ରେ ଦୁଲୁକିଲା ଭଞ୍ଜନଗର ସହର 

Sunil Chandra Nayak

ଆଜିଠାରୁ ବିଶ୍ଵପ୍ରସିଦ୍ଧ ବରଗଡ ଧନୁଯାତ୍ରା, ୧୧ ଦିନ ଧରି ଚାଲିବ କଂସଙ୍କ ରାଜୁତି

Sunil Chandra Nayak

Leave a Comment

error: Content is protected !!