ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଷୋହଲ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ପଲନା:୮/୩ – (ମନିସ):- ଭବାନୀପାଟଣା ବ୍ଲକ ଅନ୍ତର୍ଗତ ପଲନା ଗ୍ରାମ ଠାରେ ଗତ ତା ୫/୩/୨୦୨୩ ରିଖ ଠାରୁ ତା ୭/୩/୨୦୨୩ ରିଖ ପର୍ଯ୍ୟନ୍ତ ୩ ଦିନ ଧରି ଷୋହଲ ପ୍ରହରୀ ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ପ୍ରହରୀରେ ୮ ଗୋଟି ସଂକିର୍ତ୍ତନ ଦଳ ଅଂଶଗ୍ରହଣ କରି ପ୍ରଭୁ ଙ୍କ ନାମ ସଂକୀର୍ତ୍ତନ କରି ଥିଲେ। ୫/୩/୨୦୨୩ ତାରିଖ ସକାଳ ଘ ୭.୩୦ ଣ୍ଟାରୁ ଆରମ୍ଭ ହୋଇ ୭/୩/୨୦୨୩ ତାରିଖ ଦିନ ଶେଷ କରାଯାଇଥିଲା। ଏହି ନାମଯଜ୍ଞରେ ଆଖପାଖ ଅଞ୍ଚଳର ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ତେବେ ନାମଯଜ୍ଞ ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଥିଲା।

ପଲନା ରୁ ଡମ୍ବରୁଧର ପାଣିଗ୍ରାହୀ ଙ୍କ ରିପୋର୍ଟ

Related posts

ଆଲମଣ୍ଡା ଠାରେ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉସ୍ଛବ ଆରମ୍ଭ 

କୁମ୍ଭାରିଠାରେ ମହାଭାରତ ପାରାୟଣର ଶୁଭ ଖମ୍ବ ସ୍ଥାପନ

Sunil Chandra Nayak

ଫୁଲବାଣୀ ଜିରୀଙ୍ଗିପଡା ଠାରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁର ଙ୍କର ଜନ୍ମ ଚତୁର୍ଦ୍ଦଶୀ ଚନ୍ଦନ ଯାତ୍ରା ଶୁଭାରମ୍ଭ #ବିରାଟ ପଟୁଆର ର କଳସ ପରିକ୍ରମା ଶୋଭାଯାତ୍ରା ସମ୍ପର୍ଣ୍ଣ 

Leave a Comment

error: Content is protected !!