ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଖସିଗୁଡ଼ାରେ ଅଖଣ୍ଡ ନାମ ଯଜ୍ଞ ପାଇଁ ଭୂମି ପୂଜା

ଚିଲିଗୁଡା-: ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଖସିଗୁଡ଼ାରେ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ପାଇଁ ଭୂମି ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ପୂଜକ ଗଣେଶ ଖମାରି ପୂଜା ଦାୟିତ୍ୱ ସମ୍ପାଦନା କରି ଥିବା ବେଳେ କାର୍ଯ୍ୟକ୍ରମ ରେ କର୍ତ୍ତା ଭାବରେ ଶିଶିର କୁମାର ଯୋଶୀ ଏବଂ ତାଙ୍କ ପତ୍ନୀ କମଳିନୀ ଯୋଶୀ ଦାୟିତ୍ୱ ଗ୍ରହଣ କରିଥିଲେ ।ଏଥିରେ ଆୟୋଜକ କମିଟିର ଅଂଶୁମାନ ଯୋଶୀ ,ଶମ୍ଭୁ ପାତ୍ର ,ମୁକୁନ୍ଦ କାଣ୍ଡ ,ପ୍ରେମ ପାତ୍ର ,କାର୍ତ୍ତିକ ହଂସ ,ଗୋଲେକ ଯୋଶୀ ,ସଞ୍ଜିତ ପାତ୍ର, କାଶୀ ନ।ଏକ ,ପ୍ରଦୀପ କଣ୍ଟା ତଥା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେବ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ତାଳପଦର ପୋଢମରାର ଆଦ୍ୟ ପର୍ବ ଗୁଡ଼ି ଚଗା ମହାସମାରୋହରେ ଅନୁଷ୍ଠିତ 

masiha

11 ଦିନ ବ୍ୟାପି ଶ୍ରୀରାମନବମୀ ମହୋତ୍ସବ ଅତି ଉତ୍ସାହର ସହିତ ଉଦଯାପିତ  

Sunil Chandra Nayak

ମା ଡୋକାରୀ ଦେବୀଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ, ପାହାଡ଼ ଶିଖର ଚଢି ଦର୍ଶନ କଲେ ଶ୍ରଦ୍ଧାଳୁ

Sunil Chandra Nayak

Leave a Comment

error: Content is protected !!