ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ଭାବରେ ଶେଷ

ଭବାନୀପାଟଣା:୨୪/୨- ମସୀହା:- କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଯାଇଛି। ଏହି ବ୍ଳକର ସର୍ବମୋଟ ଭୋଟର ସଂଖ୍ୟା ୮୭୭୬୩ ରହିଛନ୍ତି କିନ୍ତୁ ଭୋଟ ଦେଇଥିବା ଭୋଟର ସଂଖ୍ୟା ହେଲା ୭୩୦୬୩ ତେବେ ୮୩.୨୫% ଭୋଟ ପଡିଛି। ମୋଟ ପୁରୁଷ ଭୋଟର ସଂଖ୍ୟା ୪୪୭୧୯ ରୁ ୩୭୨୨୫ ଭୋଟର ଭୋଟ ଦେଲେ ୮୩.୨୪% ଭୋଟ ପଡିଥିଲା। ମହିଳା ଭୋଟର ସଂଖ୍ୟା ୪୩୦୪୨ ଥିବାବେଳେ ଭୋଟ ଦେଇଛନ୍ତି ୩୫୮୩୭ ତେବେ ୮୩.୨୬% ଭୋଟ ପଡିଥିବା ସୂଚନାରୁ ଜଣାପଡିଛି।

Related posts

କଳାହାଣ୍ଡି ରୁ ସାର ଚୋରା ଚାଲାଣ ପରେ ଚେଇଁଲା ପ୍ରଶାସନ, କୋକସରା ବ୍ଲକ ର ୪ ସାର ଦୋକାନ ଉପରେ ଚଢ଼ାଉ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Sunil Chandra Nayak

ମମତା ସାହୁ ଙ୍କ କବିତା ପିତୃପକ୍ଷ

Sunil Chandra Nayak

Leave a Comment

error: Content is protected !!