ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ଭାବରେ ଶେଷ

ଭବାନୀପାଟଣା:୨୪/୨- ମସୀହା:- କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଯାଇଛି। ଏହି ବ୍ଳକର ସର୍ବମୋଟ ଭୋଟର ସଂଖ୍ୟା ୮୭୭୬୩ ରହିଛନ୍ତି କିନ୍ତୁ ଭୋଟ ଦେଇଥିବା ଭୋଟର ସଂଖ୍ୟା ହେଲା ୭୩୦୬୩ ତେବେ ୮୩.୨୫% ଭୋଟ ପଡିଛି। ମୋଟ ପୁରୁଷ ଭୋଟର ସଂଖ୍ୟା ୪୪୭୧୯ ରୁ ୩୭୨୨୫ ଭୋଟର ଭୋଟ ଦେଲେ ୮୩.୨୪% ଭୋଟ ପଡିଥିଲା। ମହିଳା ଭୋଟର ସଂଖ୍ୟା ୪୩୦୪୨ ଥିବାବେଳେ ଭୋଟ ଦେଇଛନ୍ତି ୩୫୮୩୭ ତେବେ ୮୩.୨୬% ଭୋଟ ପଡିଥିବା ସୂଚନାରୁ ଜଣାପଡିଛି।

Related posts

ଦାଦନ ଶ୍ରମିକ ସମସ୍ୟା ଦୁର ପାଇଁ ଯୁବକ ଙ୍କ ପଦ ଯାତ୍ରା

Sunil Chandra Nayak

ଫେଲ ମାରୁଛି ଡ଼୍ରେନେଜ ବ୍ୟବସ୍ଥା, ରାସ୍ତା ଉପରେ ଡ଼୍ରେନ ପାଣି

Sunil Chandra Nayak

ଶିକ୍ଷାନୁଷ୍ଠାନରେ ରାଗିଂ ବନ୍ଦ କରିବାକୁ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ

Sunil Chandra Nayak

Leave a Comment

error: Content is protected !!