ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ଜିଲ୍ଳାପରିଷଦ ୧୩ ଗୋଟି ଜୋନରୁ ବିଜେପି ୪ଟି ଆସନରେ ଓ ବିଜଡି ୯ଟି ଆସନ ରେ ଆଗୁଆ

ଭବାନୀପାଟଣା:୨୬/୨:- କଳାହାଣ୍ଡି ଜିଲ୍ଲାରେ ଜିଲ୍ଳାପରିଷଦ ୧- ନମ୍ବର ଜୋନର ୧୩ ଗୋଟି ଜୋନର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତାହାର ଭୋଟ ଗଣତି କାର୍ଯ୍ଯରେ ଆଜି ସଂନ୍ଧ୍ୟା ୬ ଘଣ୍ଟା ସମୟ ସୁଦ୍ଧା ସୂଚନାରୁ ଜଣାପଡିଛି ଯେ, ବିଜେପି ୪ଟି ଆସନ ଆଗରେ ଥିବାବେଳେ ୯ ଗୋଟି ଆସନରେ ବିଜେଡି ଆଗରେ ରହିଅଛି। ଏଭଳି ବିଜେପି ୪ ଗୋଟି ଆସନରେ ଆଗରେ ରହିଅଛି ସେଗୁଡାକ ହେଲା ଧର୍ମଗଡ, ଭବାନୀପାଟଣା,ଜୟପାଟଣା, କଲମପୁର ରହିଥିବା ବେଳେ ବିଜେଡି ୯ ଗୋଟି ଆସନରେ ଆଗରେ ଥିବା ଜଣାପଡିଛି, ସେଗୁଡାକ ହେଲା ଗୋଲାମୁଣ୍ତା,ଜୁନାଗଡ, କର୍ଲାମୁଣ୍ତା, କେସିଙ୍ଗା, କୋକସରା, ଲାଞ୍ଜିଗଡ, ମଦନପୁର ରାମପୁର, ନର୍ଲା,ଥୁଆମୂଳ ରାମପୁର, ପ୍ରାପ୍ତ ସୂଚନାରୁ ଜଣାଯାଇଛି ।

Related posts

ତୀର୍ଯ୍ୟକ

Sunil Chandra Nayak

ଜ୍ୟୋସ୍ନା ରାଣୀ ଦେବୀ ଙ୍କ କବିତା କାଠର କଣ୍ଢେଇ

ଵହଳଦା ଥାନା; ବହୁଚର୍ଚ୍ଚିତ ତିକ୍ଷିଆ ବାଣ୍ଟା ପାହାଡ଼ରେ ଏକ ଅଜଣା ଯୁବକର ହତ୍ୟାକାଣ୍ଡ ପର୍ଦ୍ଦଫାଶ ନେଇ ଏସଡିପିଓଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!