ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ଦଣ୍ଡକାଳୀ ପୂଜା

ପାପଡାହାଣ୍ଡି,26/3, ମନିସ — ନବରଙ୍ଗପୁର ପାପଡାହାଣ୍ଡି ସହରରେ ଆଜି ମହାଢ଼ମ୍ବରରେ ଦଣ୍ଡ କାଳୀ ପୂଜା ଆରମ୍ଭ ହୋଇଛି | ସକାଳୁ ବସଷ୍ଟାଣ୍ଡ ଛକରୁ ମାଙ୍କୁ ପାଛୋଟି ଗ୍ରାମ ପରିକ୍ରମା କରି ନୀଳକଣ୍ଠେଶ୍ଵର ମନ୍ଦିର ନିକଟକୁ ଅଣାଯାଇ ପୂଜାର୍ଚନା କରାଯାଇଥିଲା | ବ୍ରହ୍ମପୁରରୁ ଆସିଥିବା ଦଣ୍ଡୁଆ ଦଳ ଧୂଳି ଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ ଦେଖାଇଥିଲେ | ରାତିରେ ଝାଡେଶ୍ୱର ମନ୍ଦିରରେ ସନ୍ଧ୍ୟା ଆଳତି ହୋଇଥିଲା | ରାତି ତମାମ ଭାରତ ନୀଳା ଅପେରା କାର୍ଯ୍ୟକ୍ରମ ହୋଇଥିଲା | ବି. ଜଗନ ମୋହନ ରାଓ, ସୁଜିତ କୁମାର ମହାନ୍ତି, ରାଜା ରାଓ, କାମେଶ ଦୋରା, ଜଗଦିଶ ପଟ୍ଟନାୟକ,ଜି. ଅନନ୍ତମୂର୍ତ୍ତି. ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ

Sunil Chandra Nayak

ଆଜି ପବିତ୍ର ମହା ଶିବରାତ୍ରି , ଧର୍ମଗଡର ପାରଦେଶ୍ୱର ମନ୍ଦିର ଆଜି ଚଳଚଞ୍ଚଳ

Sunil Chandra Nayak

ଖେରଣା ଗାଁ ରେ ପ୍ରସିଦ୍ଧ ଖୋନ୍ଦାମାଡା ପର୍ବ 

Sunil Chandra Nayak

Leave a Comment

error: Content is protected !!