ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଥମିକ କୃଷି ସମବାୟ ସମିତିର ଋଣମେଳା

ଢେ଼ଙ୍କାନାଳ(ମ ସୀ ହା)୨୫/୦୩_ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତି ସ୍ଥରୀୟ ଋଣ ମେଳା ଓ ବ୍ୟାଙ୍କିଙ୍ଗ ସେବା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଅନୁଗୋଳ ସଂପୃକ୍ତ ସମବାୟ ବ୍ୟାଙ୍କ ସମିତି ସଭାପତି ସନ୍ତୋଷ କୁମାର ପ୍ରଧାନ, ସମବାୟ ସମୂହ ର ନିବନ୍ଧକ ସରୋଜିନୀ ଜେନା , ଢେ଼ଙ୍କାନାଳ ଅନୁଗୋଳ ସଂପୃକ୍ତ ସମବାୟ ବ୍ୟାଙ୍କର ମୁଖ୍ୟ ପରିଚାଳକ ଶୈଲେନ୍ଦ୍ର କୁମାର ଦାଶ, ନିର୍ଦ୍ଦେଶକ ନରୋତ୍ତମ ସାହୁ, ଘଟିପିରି କୃଷି ସମବାୟ ସମିତିର ସଭାପତି ଛାୟା କାନ୍ତ ବେହେରା, ସମ୍ପାଦକ ସଞ୍ଜୟ କୁମାର ନାଥ, ପ୍ରମୁଖ ଯୋଗ ଦେଇ ୧୨ ଜଣ ଚାଷୀ ଙ୍କୁ ୠଣ ପ୍ରଦାନ କରିଥିଲେ l ମାଛ ଚାଷ, ଗୋପାଳନ, କୁକୁଡ଼ା ଚାଷ, କୃଷି ସମ୍ବନ୍ଧୀୟ ଯନ୍ତ୍ରପାତି, ମାଇକ୍ରୋ ଏଟିମ୍ ବ୍ୟବହାର ଉପରେ ଆଲୋକପାତ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

୨୬ ପଞ୍ଚାୟତକୁ ୪ ଜଣ କନିଷ୍ଠ ଯନ୍ତ୍ରୀ : ଉନ୍ନୟନ କାର୍ଯ୍ୟ ଠପ ଜିଲ୍ଲାପାଳଙ୍କୁ ଭେଟିଲେ ଜନ ପ୍ରତିନିଧି ସମୁହ

masiha

ଅଠାନବେ ତମ ମାସିକିଆ ସାମୁହିକ ଜନ୍ମ ଦିବସ ପାଳନ

masiha

ସାମ୍ବାଦିକଙ୍କ ପିତୃ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ 

Sunil Chandra Nayak

Leave a Comment

error: Content is protected !!