ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଥମିକ କୃଷି ସମବାୟ ସମିତିର ଋଣମେଳା

ଢେ଼ଙ୍କାନାଳ(ମ ସୀ ହା)୨୫/୦୩_ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତି ସ୍ଥରୀୟ ଋଣ ମେଳା ଓ ବ୍ୟାଙ୍କିଙ୍ଗ ସେବା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଅନୁଗୋଳ ସଂପୃକ୍ତ ସମବାୟ ବ୍ୟାଙ୍କ ସମିତି ସଭାପତି ସନ୍ତୋଷ କୁମାର ପ୍ରଧାନ, ସମବାୟ ସମୂହ ର ନିବନ୍ଧକ ସରୋଜିନୀ ଜେନା , ଢେ଼ଙ୍କାନାଳ ଅନୁଗୋଳ ସଂପୃକ୍ତ ସମବାୟ ବ୍ୟାଙ୍କର ମୁଖ୍ୟ ପରିଚାଳକ ଶୈଲେନ୍ଦ୍ର କୁମାର ଦାଶ, ନିର୍ଦ୍ଦେଶକ ନରୋତ୍ତମ ସାହୁ, ଘଟିପିରି କୃଷି ସମବାୟ ସମିତିର ସଭାପତି ଛାୟା କାନ୍ତ ବେହେରା, ସମ୍ପାଦକ ସଞ୍ଜୟ କୁମାର ନାଥ, ପ୍ରମୁଖ ଯୋଗ ଦେଇ ୧୨ ଜଣ ଚାଷୀ ଙ୍କୁ ୠଣ ପ୍ରଦାନ କରିଥିଲେ l ମାଛ ଚାଷ, ଗୋପାଳନ, କୁକୁଡ଼ା ଚାଷ, କୃଷି ସମ୍ବନ୍ଧୀୟ ଯନ୍ତ୍ରପାତି, ମାଇକ୍ରୋ ଏଟିମ୍ ବ୍ୟବହାର ଉପରେ ଆଲୋକପାତ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବନ୍ଧୁଗାଁ ବ୍ଲକରେ ଏଚ ଡି ଏଫ ସି ବ୍ୟାଙ୍କ ସମେତ ବିଭିନ୍ନ ଉନ୍ନତି ମୂଳକ କାମ ପାଇଁ ନିର୍ମିତ ୬ ଟି କଠା ଗୃହ ଗୁଡ଼ିକ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓ ଙ୍କ ଦ୍ଵାରା ଉଦଘାଟିତ     

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩

ନଗଡ଼ ଗ୍ରାମ ରେ ଶ୍ରୀରାମ ନବମୀ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!