ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରାଘାତ ରେ ତିନିଗୃହପାଳିତ ଗାଈ ମୃତ

 ତେନ୍ତୁଳିଖୁଣ୍ଟି ୨୭/୦୩/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ଗ୍ରାମ ପଞ୍ଚାୟତ ର ଖୁଣ୍ଟିପଦର ଗ୍ରାମ ରେ ଆଜି ଅପରାହ୍ନ ର ଘଡ଼ ଘଡି ସହ ବର୍ଷା ଓ ବଜ୍ରପାତ ରେ ତିନି ଗାଈ ଙ୍କ ମୃତ୍ୟୁ ଘଟିଛି। ୩ ମୃତ ଗାଈ ଙ୍କ ମାଲିକ ପୁଜାରୀଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟିପଦର ଗ୍ରାମ ର ଯଥାକ୍ରମେ ଶିବ ସାନ୍ତା, ତିଲି ସାନ୍ତା, କୁମର ସାନ୍ତା। ଶିବ ଓ ତିଲି ଙ୍କ ଗାଈ ଙ୍କ ଜୀବନବୀମା କରିଛନ୍ତି ଏଣୁ ରାଜସ୍ୱ ନିରୀକ୍ଷକ ତଦନ୍ତ କରି ଉଚିତ କ୍ଷତିପୂରଣ ବ୍ୟବସ୍ଥା କରିବାକୁ ଚାଷୀ କୁମର ପୂଜାରୀ ଦାବୀ ରଖିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପଥଦୁର୍ଗା ସଂସ୍କୃତ ମହାବିଦ୍ଯାଳୟ ରେ ସମନ୍ବିତ ଯୁବ ବିକାଶ କାର୍ଯ୍ଯକ୍ରମ ଉଦଯାପିତ

masiha

ବି.ଜେ.ବି. ୭୪ର ସାଧାରଣ ଅଧିବେଶନ

Sunil Chandra Nayak

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜୟପାଟଣା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶି ପ୍ରଦାନ

masiha

Leave a Comment

error: Content is protected !!