ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାତ୍ର ୯ ଘଣ୍ଟା ସମୟ ସୁଦ୍ଧା କଳାହାଣ୍ଡି ଜିଲ୍ଲାରେ ୩ ନମ୍ବର ଜୋନର ଭୋଟ ଗଣତି 

ଭବାନୀପାଟଣା:୨୮/୨- ମ.ନି.ସ:- କଳାହାଣ୍ଡି ଜିଲ୍ଲାରେ ଗତ ଜିଲ୍ଳାପରିଷଦ ନିର୍ବାଚନର ଗଣତି କାର୍ଯ୍ଯକ୍ରମରେ ରାତ୍ର ୯ ଘଣ୍ଟା ସମୟ ସୁଦ୍ଧା ୧୦ ଟି ଜୋନର ପ୍ରାର୍ଥୀ ଙ୍କ ଭୋଟର ଫଳାଫଳ ସୂଚନାରୁ ଜଣାପଡିଛି ଯେ, ଭବାନୀପାଟଣା ୩ ନମ୍ବର ବିଜେଡି ପ୍ରାର୍ଥୀନୀ ପୁଷ୍ପଲତା ନାଏକ ଆଗରେ ଥିବାବେଳେ ବିଜେପି ପ୍ରାର୍ଥୀନୀ ସନ୍ତୋଷୀନି ସୁନାନୀ ପଛରେ ରହିଛନ୍ତି, ଧର୍ମଗଡ ବ୍ଳକର ୩ -ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ପ୍ରଣବ କିଶୋର ଭଇଁସାଲ ଆଗରେ ଥିବାବେଳେ ପଛରେ ବିଜେପି ପ୍ରାର୍ଥ ଅମଜ୍ କୁମାର ପଣ୍ତା ଅଛନ୍ତି,ଗୋଲାମୁଣ୍ତା ବ୍ଳକରେ ବିଜେଡି ପ୍ରାର୍ଥୀ ଜୟସେନ ସାହୁ ଆଗରେ ଅଛନ୍ତି ତାଙ୍କ ପଛରେ ବିଜେପି ପ୍ରାର୍ଥୀ ମୂଖ୍ଯରାଜ୍ ସାହୁ ରହିଛନ୍ତି, ଜୟପାଟଣା ବ୍ଳକରେ ବିଜେଡି ପ୍ରାର୍ଥୀ ମଧୁମିତା ରାଉତ ଆଗରେ ରହିଛନ୍ତି, ତାଙ୍କ ପଛରେ ଅଛନ୍ତି ବିଜେପି ପ୍ରାର୍ଥୀ ଶୁଭସ୍ମିତା ପାଣିଗ୍ରାହୀ,ଜୁନାଗଡ ବ୍ଳକର ୩- ନମ୍ବର ଜୋନର ବିଜେଡି ପ୍ରାର୍ଥୀ ଲାଲବାହାଦୂର ଜାନୀ ଆଗରେ ଓ ପଛରେ ବିଜେପି ପ୍ରାର୍ଥୀ ନୂରର୍ଜୟ ମାଝୀ, କେସିଙ୍ଗା ବ୍କକରେ ବିଜେଡି ପ୍ରାର୍ଥୀ ସୁନୀତା ଶବର ଆଗେ ଓ ପଛରେ କଂଗ୍ରେସ ପ୍ରାର୍ଥ ରତ୍ନମାଳା ମାଝୀ ଅଛନ୍ତି,କୋକସରା ବ୍ଳକର ୩ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀନୀ ବୈଜୟନ୍ତୀ ପୁଝାରୀ ଆଗରେ ଓ ପଛରେ ଅଛନ୍ତି ବିଜେପି ପ୍ରାର୍ଥୀନୀ ପ୍ରତିମା ପୂଝାରୀ, ନର୍ଲାବ୍ଳକରେ ବିଜେଡି ପ୍ରାର୍ଥୀନୀ ଲିଲି ଦୀପ ଆଗରେ ଥିବାବେଳେ ପଛରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀନୀ ସୁନିତା ନାଏକ, ଭବାନୀପାଟଣା ବ୍ଳକରେ ବିଜେଡି ପ୍ରାର୍ଥୀନୀ ଲକ୍ଷ୍ମୀ ସାହୁ ଆଗରେ ଥିବାବେଳେ ବିଜେପି ପ୍ରାର୍ଥୀନୀ ସନ୍ତୋଷୀ ଦାସ ପଛରେ ରହିଛନ୍ତି,ଜୁନାଗଡ ବ୍ଳକରେ ବିଜେଡି ପ୍ରାର୍ଥୀନୀ ସଙ୍ଗୀତା ଖରସେଲ ଆଗରେ ଆଉ ପଛରେ ବିଜେପି ପ୍ରାର୍ଥୀନୀ ନୀରୁପମା ନାଏକ ରହିଛନ୍ତି,

Related posts

କଳାହାଣ୍ଡି ଜିଲ୍ଲା ଅଭିଭାବକ ସମ୍ମିଳନୀ

Sunil Chandra Nayak

କୁସୁମି ବ୍ଳକର ଦୁଇ ଓସିଏସ ସଫଳ ପରୀକ୍ଷାର୍ଥୀ ବିଜେଡି ଦ୍ଵାରା ସମ୍ବର୍ଦ୍ଧିତ 

Sunil Chandra Nayak

ଦୀପାବଳୀ କୁ ନିଆରା ଢଙ୍ଗରେ ପାଳନ କରନ୍ତି ମେହେର ସମ୍ପ୍ରଦାୟର ପରିବାର

Sunil Chandra Nayak

Leave a Comment

error: Content is protected !!