ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଜା ପିତା ବ୍ରହ୍ମ କୁମାରୀ ପକ୍ଷରୁ ଶିବ ଜୟନ୍ତୀ ପାଳିତ

ଧର୍ମଗଡ:୧/୩/୨୨

ପ୍ରଜା ପିତା ବ୍ରହ୍ମ କୁମାରୀ ସହ ସେବାକେନ୍ଦ୍ର ଧର୍ମଗଡ ପକ୍ଷ ରୁ ମହାଶିବରାତ୍ରି ଉପଲକ୍ଷେ ଶିବ ଜୟନ୍ତୀ ପାଳିତ ହୋଇଯାଇଛି। ସେବା କେନ୍ଦ୍ର ପରିସର ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜଗ ଜୀବନ ପଣ୍ଡା ଅଧ୍ୟକ୍ଷତା କରି ସେବାକେନ୍ଦ୍ର ର ପତାକା ଉତ୍ତୋଳନ କରି ଥିଲେ। ବ୍ରହ୍ମ କୁମାରୀ ଦୁଲଣି ଭଉଣୀ ରାଜ ଯୋଗ ଦ୍ୱାରା ଆମର ସାଂସାରିକ ଜୀବନ କିପରି ସୁଖମୟ, ଶାନ୍ତିମୟ ଓ ସମୃଦ୍ଧ ଶାଳୀ ହୋଇ ପାରିବ । ପଞ୍ଚ ବିକାର ରୁ କିପରି ମୁକ୍ତି ପାଇଁ ଜୀବନ କୁ କିପରି ସଫଳ କରିବା ସେ ସମ୍ପର୍କ ରେ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମ ରେ ବ୍ରହ୍ମକୁମାର ଭାଇ ନବୀନ ମୁଣ୍ଡ, ଲକ୍ଷ୍ୟପତି ନାଏକ, ପ୍ରେମ ଭାଇ, ଦିଲ୍ଲୀପ ଭାଇ, ବିଶ୍ଵ ଭାଇ ତଥା ଅଂଚଳର ବିଭିନ୍ନ ପ୍ରାନ୍ତ ରୁ ଅନ୍ୟ ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ

Related posts

ପାଣିରେ ବୁଡ଼ି ବୃଦ୍ଧ ମୃତ

Sunil Chandra Nayak

ମହାସମାରୋହରେ ଅନୁଷ୍ଠିତ ହେଲା ପଞ୍ଚଦଶ ହେମନ୍ତ ମହୋତ୍ସବ

Sunil Chandra Nayak

ନୂଆ ଏଲ୍‌ପିଜି ସଂଯୋଗ ପାଇଁ ସିକ୍ୟୁରିଟି ଡିପୋଜିଟ୍‌ରେ ୭୫୦ ଟଙ୍କା ବୃଦ୍ଧି

Sunil Chandra Nayak

Leave a Comment

error: Content is protected !!