ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲାଜୀ ବିହାର ସରସ୍ଵତୀ ଶିଶୁ ମନ୍ଦିରରେ ଶ୍ରୀ ରାମ ନବମୀ ପାଳିତ

ନର୍ଲା (ମନିସ)ପବିତ୍ର ଶ୍ରୀରାମ ନବମୀ ଉତ୍ସବ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଭବାନୀପାଟଣା ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଗିରିଜା ଶଙ୍କର ସାହୁ ଓ ସମ୍ମାନିତ ଅତିଥି ଭାବେ ଶ୍ରୀ କୃଷ୍ଣ ମୋହନ ଯୋଷୀ ତଥା ସଂଘର ବରିଷ୍ଠ କାର୍ଯ୍ୟ କର୍ତ୍ତା ଶ୍ରୀଯୁକ୍ତ ସେବକ ରାମ ସାହୁ ଯୋଗଦାନ କରିଥିଲେ।ଏହି ଅବସରରେ ଭାଇଭଉଣୀ ମାନେ ବିବିଧ ଦେବା ଦେବୀ ବେଶରେ ସଜେଇ ହୋଇ କାର୍ଯ୍ୟକ୍ରମର ଶୋଭା ବଢାଇ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟ ପୁରୋଧା ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ଦାଶରଥି ପଣ୍ଡାଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶନାରେ ପରିଚାଳିତ ହୋଇଥିଲା।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର କାନାରା ବ୍ୟାଙ୍କ ପାଖରେ ଆଜି ଭାରତର ସର୍ବବୃହତ ଓ ବିଶ୍ୱାସଯୋଗ୍ୟ କମ୍ପାନୀ Reliance କମ୍ପାନୀର ୫୮ ତମ ଡିଜିଟାଲ ଷ୍ଟୋର JIO_MART_DIGITAL ସୋ ରୁମ୍ ଶୁଭ ଉଦ୍ଘାଟିତ !

masiha

୬ ବର୍ଷ ପୁରିଲାଣି ଶେଷ ହୋଇ ପାରୁନି ଦୁଇ ଗ୍ରାମର ପୋଲ କାମ, ପଡି ରହିଛି ଅର୍ଦ୍ଧ ଖଣ୍ଡିଆ 

Sunil Chandra Nayak

ଆଉ ନାହାଁନ୍ତି ବରିଷ୍ଠ ସମାଜସେବୀ ରବିନ୍ଦ୍ରନାଥ ପତି,ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ 

Sunil Chandra Nayak

Leave a Comment

error: Content is protected !!