ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଶିକ୍ଷା ସଚେତନତା ରଥ ପରିକ୍ରମା 

ନବରଙ୍ଗପୁର–(ମସିହା) ଆଜି ନବରଙ୍ଗପୁର ଜିଲ୍ଲାପାଳ କାର୍ଯାଳୟ ନିକଟରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଶିକ୍ଷା ସଚେତନତା ରଥ ଜିଲ୍ଲାର ଦଶ ଗୋଟି ବ୍ଲକ୍ ପରିକ୍ରମା କରି ଶିକ୍ଷା ସଚେତନତା ର ବାର୍ତ୍ତା ପ୍ରସାର ପ୍ରଚାର କରିବ । ଏବଂ ସ୍କୁଲ ଯାଉ ନଥିବା ଛାତ୍ର, ଛାତ୍ରୀ ମାନଙ୍କୁ କିପରି ପୁନର୍ବାର ସ୍କୁଲ ଯିବେ ସେ ସମ୍ପର୍କ ରେ ସଚେତନ କରାଯିବାର ମୂଳ ଲକ୍ଷ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ! ଏହି ଅବସରରେ ପୂର୍ବାହ୍ନଘ ୯.୩୦ ମିନିଟ ସମୟର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରୁ ଜିଲ୍ଲାପାଳ ଶ୍ରୀ କମଳ ଲୋଚନ ମିଶ୍ରଙ୍କ ଦ୍ଵାରା ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରାଯାଇଛି ! ଏହି ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ ନାଗ ! ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ନିଆଲ ପ୍ରମୁଖ ଉପସ୍ଥିତ ରହିଥିଲେ !

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବିଭିନ୍ନ ବିଭାଗ ର ସହାଭାଗିତା ରେ କୌଶଳ ଓ ଜୀବିକା ର ବିକାଶ ରେ ଗ୍ରାମ ପଞ୍ଚାୟତ ର ଉପରେ ତାଲିମ 

Sunil Chandra Nayak

କଳାହାଣ୍ଡି ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବି ପତ୍ର ଦାଖଲ 

Sunil Chandra Nayak

ବାୟୋବୃଦ୍ଧ ପୁରୋହିତ ରାମଚନ୍ଦ୍ର ଦାସ ଙ୍କର ପରଲୋକ

masiha

Leave a Comment

error: Content is protected !!