ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଜି ଠାରୁ ମଦନମୋହନଙ୍କର ପାଞ୍ଚ ଦିନ ବ୍ୟାପି ବେସ ଆରମ୍ଭ

ଢେଙ୍କାନାଳ (୦୯/୦୫): ଅକ୍ଷୟ ତୃତୀୟା ଠାରୁ ୨୧ଦିନ ଧରି ଚନ୍ଦନ ଯାତ୍ରା ଆରମ୍ଭ ହୋଇ ଶେଷ ପାଞ୍ଚଦିନ ବିଭିନ୍ନ ବେଶ ମଦନମୋହନଙ୍କୁ କରାଯାଏ। ଆଜି ପ୍ରଥମ ଚାପ ପରେ ଠାକୁରଙ୍କୁ ସାନ୍ନ କରାଯିବା ପରେ ପ୍ରଥମ ଦିନ ରେ ଗରୁଡ ଗୋବିନ୍ଦ ବେଶ ମଦନମୋହନଙ୍କୁ କରାଯାଇଥିଲା। ଆଳତି କରାଯିବାସହ ରାତ୍ର ଚାପ ଶେଷରେ ବିଭିନ୍ନ ଭୋଗ ଲାଗି କରାଯିବା ସହ ଠାକୁର ମନ୍ଦିରକୁ ବାହୁଡ଼ିବା ପରେ ମନ୍ଦିରରେ ଠାକୁରଙ୍କ ରାତ୍ର ନୀତି ଅନୁଷ୍ଠିତ ହେବ। ପୂଜକ ମନସୁମନ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜିମାଦାର ସ୍ୟାମସୁନ୍ଦର ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ଏହି ଠାକୁରଙ୍କ ନୀତି ସମ୍ପନ୍ନ ହେବ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ରାୟଗଡାରେ ଭାଗବତ କଥାମୃତକୁ ନେଇ ସତସଙ୍ଗ କାର୍ଯ୍ୟକ୍ରମ

Sunil Chandra Nayak

ସରlଗୁଡ଼ା ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

ଭାଗବତ ଅଗଣାରେ ଭାଗବତ ସଂଧ୍ୟା

Sunil Chandra Nayak

Leave a Comment

error: Content is protected !!