ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜହ୍ନ ରାତି

                          ଜହ୍ନରାତି

        *ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

॥ ଜହ୍ନରାତି ର କବିତା…
ଦେହ ଭର୍ତ୍ତି…ମନ ଭର୍ତ୍ତି…॥

୨୭) ରୂପ ର ଗାଁ ରେ କେତେ ମନଲୋଭା ଛବି
ଦେଖି ଦେଖି ଅକବି ହେଇ ଯାଏ କବି_

୨୮) ଏତେ ଶଦ୍ଦ ଥାଏ ଆଖି ରେ
ଏତେ ଭଂଗୀ ଥାଏ ତନୁ ରେ!
_________
କୋଲନରା,ରାୟଗଡ଼ା ଜିଲ୍ଲା

Related posts

ଶ୍ରୀରାମ ଚରିତ ମାନସ ଓ ନବାହ୍ନ ପାରାୟଣ ଓ ପ୍ରବଚନ

Sunil Chandra Nayak

ମଦ ପୋଚ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

Sunil Chandra Nayak

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ପକ୍ଷରୁ ୨୫ ତମ ଆଭାସୀ କବିତା ଆସର 

Sunil Chandra Nayak

Leave a Comment

error: Content is protected !!